Latest Odisha News

BREAKING NEWS

କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର : ଖୁବ୍ କମ ସମୟ ମଧ୍ୟରେ କେନ୍ଦ୍ରାପଡାରେ କୋଭିଡ ୧୯ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଲଢୁଥିବା କରୋନା ଲଢେଇକୁ ଆହୁରି ମଜବୁତ କରିବାକୁ ଯାଇ କେନ୍ଦ୍ରାପଡାରେ ସମ…

ମେ’ ୧୫ ଯାଏଁ ବଢ଼ିଲା ଗାଡି ଓ ସ୍ୱାସ୍ଥ୍ୟ ବୀମା ଅବଧି

ନୂଆଦିଲ୍ଲୀ: ମେ’ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ୱାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହାକୁ ବର୍ତ୍ତମାନ ମେ’ ୧୫ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ଏପ୍ରିଲ ୨୧ ଯାଏ ବୃଦ୍ଧି ପାଇଥିଲା। ତେବେ କେବଳ ମୋଟର ଥାର୍ଡ ପାର୍ଟି…

ଅନଲାଇନ କୋଚିଂ ପାଇଁ ହାତ ମିଳାଇଲେ ସାଇ ଓ ଏଆଇଏଫଏଫ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସବୁ କିଛି ବନ୍ଦ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଖେଳାଳିମାନଙ୍କ ପାଇଁ ପ୍ରତିେଖେଳାଳିମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଜରୁରୀ । ଏବେ ୨ଟି ଯାକ ସମ୍ଭବପର ହେଉ ନ ଥିବାରୁ ଭାରତୀୟ ଫୁଟବଲ ଫେଡେରେଶନ ଓ ଭାରତୀୟ କ୍ରୀଡା ପ୍ରାଧୀକରଣ ବିଭାଗ ହାତ ମିଳାଇବା ପାଇଁ…

୧୪ ଦିନ କାମ କରିବେ, ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ ସ୍ୱାସ୍ଥ୍ୟକର୍ମୀ: ସୁରେଶ ମହାପାତ୍ର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହେଉଛନ୍ତି । ଏହାକୁ ଦେଖି ରାଜ୍ୟରେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ନିର୍ମାଣ କରିବାକୁ ପାଇଁ ନିଷ୍ପତ୍ତି ହୋଇଛି ।…

କିମ ଜୋଙ୍ଗ ଅସୁସ୍ଥ ! ଜେଜେବାପାଙ୍କ ସମ୍ମାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେନି

ପେଙ୍ଗୟୋଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଅସୁସ୍ଥ ଥିବା ନେଇ ଅନ୍ତର୍ଜାତୀୟସ୍ତରର ବିଭନ୍ନ ଗଣମାଧ୍ୟମ ସନ୍ଦେହ ବ୍ୟକ୍ତ କରିଛନ୍ତି। ବୁଧବାର ତାଙ୍କ ଜେଜେବାପା କିମ ଟୁ ସୋଙ୍ଗଙ୍କ ସମ୍ମାନରେ ଆୟୋଜିତ ହେଉଥିବା ଉତରକୋରିଆ ବାର୍ଷିକ ଦିବସରେ ସେ ଯୋଗ ଦେଇ ନ ଥିଲେ । ୨୦୧୧ରେ…

ଭିଡିଓ ମିଟିଂ ପାଇଁ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଭାରତରେ ଭିଡିଓ କଲିଂ ଓ ମିଟିଂ ପାଇଁ ବହୁଳ ଭାବରେ ବ୍ୟବହାର ହେଉଥିବା ଜୁମ୍ ଆପ୍ ସୁରକ୍ଷିତ ନୁହେଁ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ସତର୍କ କରାଯାଇଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟ ପାଇଁ କର୍ମଚାରୀ ଓ ଅଫିସରେ ଏହି ଜୁମ୍ ଆପ୍ ବ୍ୟବହାର ନେଇ କଟକଣା…

ପଦକ୍ଷେପ ନେଲାନି ପ୍ରଶାସନ, ମଣ୍ଡିରେ ପଡି ଗଜା ହେଲା ଧାନ

ମାଲକାନଗିରି: ମାସା ମାସ ଧରି ମଣ୍ଡିରେ ପଡି ରହିଛି ଧାନ । ତାଲାବନ୍ଦ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା କ୍ୱିଂଟାଲ କ୍ୱିଂଟାଲ ଧାନ ବର୍ଷାରେ ଭିଜି ଗଜା ହେଲାଣି । ଏହାକୁ ନେଇ ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାସି ଯାଉଛି । ବସ୍ତା ବସ୍ତା ଧାନ…

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥକାଠ

ପୁରୀ : ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଆରମ୍ଭ ହେବ। ଏନେଇ ଆଜି ପୁରୀ ବଡ଼ଦାଣ୍ଡରେ ପହଞ୍ଚିଛି ସପ୍ତମ ପର୍ଯ୍ୟାୟ ରଥକାଠ। ଏହି ପର୍ଯ୍ୟାୟରେ ୨୦ ଖଣ୍ଡ ରଥ କାଠ ପୁରୀରେ ପହଁଚିଛି । ଦଶପଲ୍ଲା ବନଖଣ୍ଡ ଅଂଚଳରୁ ଗୋଟିଏ ଟ୍ରକ ରେ ଆସିଥିବା ଏହି ରଥକାଠ…

ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁ ସମସ୍ତ କ୍ରୀଡା ପ୍ରତିଯୋଗିତା ବନ୍ଦ ରହିଛି । ତେବେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଅନଲାଇନ ଅନ୍ତର୍ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଭାରତୀୟ ଶୁଟର ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ମେଘନା ସଜ୍ଜନର ୧୦ମିଟର ଏୟାର ରାଇଲଫଲରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେ…

ବଲିଉଡରେ କରୋନା: ଏହି ତାରକାଙ୍କ କର୍ମଚାରୀ ହେଲେ ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ସାରା ପରିବାର

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଞ୍ଜୟ ଖାନଙ୍କ ଝିଅ ଫରହା ଖାନ ଅଲି (ଜ୍ଵେଲାରୀ ଡିଜାଇନର) ଙ୍କ ଘର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ଫରହା ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଫରହା ଟ୍ଵିଟୱେବ ଲେଖିଛନ୍ତି ଯେ,ତାଙ୍କ ଘରର ଜଣେ କର୍ମଚାରୀ କରୋନା…