Latest Odisha News

BREAKING NEWS

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୬୧ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, କେନ୍ଦ୍ରାପଡାରୁ…

ଓଡିଶାର ୧୯ ଜିଲ୍ଲାରୁ ନୂଆ ୫୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୫୭୦ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୫୨୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଜଣେ କର୍ମଚାରୀ କରୋନା ପଜିଟିଭ ପରେ ବଣାଇ ହସ୍ପିଟାଲ ଓପିଡି ବନ୍ଦ

ରାଉରକେଲା: ରାଉରକେଲାର ବଣାଇ ଉପଖଣ୍ଡ ହସ୍ପିଟାଲରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲର ଓପିଡିକୁ ବନ୍ଦ କରିଦିଆଯାଇଛି। ପ୍ରାପ୍ତ ସୂଚନାନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓପିଡିକୁ ବନ୍ଦ କରାଯାଇଥିବା ବେଳେ ବଣାଇ ମେଡିକାଲରେ କେବଳ ଜରୁରୀ ସେବା ପ୍ରଦାନ…

ଦେଶରେ ୮ ଲକ୍ଷ ଟପିଲା କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮,୨୦,୯୧୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ପ୍ରଶାସନର କଡା ପଦକ୍ଷେପ; ହଟସ୍ପଟ ଜିଲ୍ଲାରୁ କଟକ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏବେ କରୋନା ହଟସ୍ପଟ ଜିଲ୍ଲାରୁ କଟକକୁ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ।…

ମୁମ୍ବାଇର ଧାରାଭୀ ବସ୍ତି କରୋନା ମୁକାବିଲାରେ ବିଶ୍ୱ ପାଇଁ ମଡେଲ

ସାରା ଦେଶ ଓ ବିଶ୍ୱରେ କରୋନା ମହାମାରୀ ପ୍ରକୋପ ଦେଖାଇ ଚାଲିଛି । କିନ୍ତୁ ମୁମ୍ବାଇର ଧାରାଭୀ ଅଞ୍ଚଳରେ ଭାଇରସର ଚେନରେ ବ୍ରେକରେ ଲାଗି ପାରିଛି । ସାରା ବିଶ୍ୱ ଆଗରେ ଧାରାଭୀ ମଡେଲକୁ ତାରିଫ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏସିଆ ମହାଦେଶରେ ସବୁଠୁ ବଡ଼ ବସ୍ତି କୁହାଯାଉଥିବା ଏହି ଅଞ୍ଚଳରେ…

ସମ୍ବଲପୁରରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଶୁକ୍ରବାର ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ସ୍ଥାନରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ପୋଲିସ…

ସମ୍ବଲପୁରରେ ଲାଗୁ ହେଲା ଦୁଇ ଦିନିଆ ସାପ୍ତାହିକ ସଟ୍ ଡାଉନ

ସମ୍ବଲପୁର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ସମ୍ବଲପୁରରେ ପ୍ରଥମ ଥର ପାଇଁ ଲାଗୁ ହେଲା ସାପ୍ତାହିକ ଦୁଇ ଦିନିଆ ସଟ୍ ଡାଉନ । ଆଜି ଶନିବାର ଓ ଆସନ୍ତାକାଲି ସହର ସଟ୍ ଡାଉନ ରହିବ । ଜରୁରୀ କାଳୀନ ସେବା ଉପରେ କଟକଣା ଜାରି ହେବ ନାହିଁ ବୋଲି ସମ୍ବଲପୁର ଏସ୍‌ପି ଟ୍ୱିଟ୍ କରି ସୂଚନା…

ଡାଇମଣ୍ଡ ମାସ୍କ, ଦାମ ଦେଢ଼ ଲକ୍ଷରୁ ଚାରି ଲକ୍ଷ

ଗୁଜରାଟ: କରୋନା ଯୋଗୁ ମାସ୍କର ଚାହିଦା ବଢ଼ିଛି । ଘରୁ ବାହାରିଲେ ଓ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଡାଇମଣ୍ଡ ମାସ୍କ କଥା କେବେ ଶୁଣି ନଥିବେ କି ଦେଖି ନଥିବେ । କିନ୍ତୁ ଏଭଳି ମାସ୍କ ତିଆରି କରି ବିକ୍ରି କରୁଛନ୍ତି ଗୁଜରାଟ ସୁରତରେ ଜଣେ ହୀରା ବ୍ୟବସାୟୀ ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୧-୦୭-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ                                  ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୧ ରିଖ ଶନିବାର ମିଥୁନ ୨୭ ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଷଷ୍ଠୀ ତିଥି ଉତ୍ତର ଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା…