ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଡ଼ିଆ ପ୍ରଶାସକଙ୍କୁ କ୍ୟାବିନେଟ ପାହ୍ୟା ପଦୋନ୍ନତି
ନୂଆଦିଲ୍ଲୀ: ଓଡ଼ିଶାରେ ଜନ୍ମିତ ଅବସରପ୍ରାପ୍ତ ଆଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୋଦୀ ଅତିରିକ୍ତ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ନୃପେନ୍ଦ୍ର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ ମଧ୍ୟ ନିଯୁକ୍ତ…