Latest Odisha News

BREAKING NEWS

ରାଉରକେଲା : ଏନଆଇଟି କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) କଲେଜର ହଷ୍ଟେଲ କୋଠରୀ ମଧ୍ୟରୁ ସୋମବାର ଦିନ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଏସ୍ ମୁରିଦ ଅସଲମ୍ ଏନଆଇଟିର ଦ୍ୱୀତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି ।…

ଭବାନୀପାଟଣା: ରାସ୍ତାକଡରୁ ଉଦ୍ଧାର ହେଲା ଏକ ନବଜାତ ଶିଶୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମଣିଙ୍ଗପଦର ଗ୍ରାମ ନିକଟରୁ ସୋମବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଜଣେ ମହିଳା ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଜଣେ ମହିଳା ଆଜି ସକାଳୁ ସେହି ରାସ୍ତା ଦେଇ ଯାଉଥିବାବେଳେ ଉକ୍ତ ନବଜାତ ଶିଶୁଟିର କାନ୍ଦ…

ଆରମ୍ଭ ହେଲା ନିଟ୍ ପରୀକ୍ଷା, ଓଡିଶାରୁ ୪୨ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ସୋମବାର ଦିନ ଓଡିଶାରେ ଅନୁଷ୍ଠିତ ହୋଇଛି । ନିଟ୍ ପରୀକ୍ଷା ରାଜ୍ୟର ୭ଟି ସହରରେ ଆୟୋଜିତ ହେଉଛି । ଆହୁରି ମଧ୍ୟ ପାଖାପାଖି ୨୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ୨୦-୦୫-୨୦୧୯ ସୋମବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୦ ରିଖ ସୋମବାର ବୃଷ ୬ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର ମିଥୁନ ରାଶିର ଘାତ ବାର ସିଂହ…

ଓଡ଼ିଶା ବିଧାନସଭା ଏକଜିଟ ପୋଲ୍: ବିଜେଡ଼ି ୮୫ଟି ଆସନ ପାଇ ପୁଣି ଗଢିବ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନ ସମାପ୍ତ ହେବାପରେ ଦେଶରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ୍ ସର୍ଭେ କରାଯାଇଛି । ଲୋକସଭା ଏକଜିଟ୍ ପୋଲ ଅନୁସାରେ ବିଜେପି ନେତୃତ୍ୱାଧିନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରୁଥିବା ବେଳେ ଓଡ଼ିଶାରେ ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକଜିଟ ପୋଲ୍…

ଲୋକସଭା ନିର୍ବାଚନ ଏକଜିଟ୍ ଫଳାଫଳ: ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ପୁଣି କ୍ଷମତାକୁ ଫେରିବ

ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡ଼ିଏ ପୁନର୍ବାର କ୍ଷମତାକୁ ଫେରିବ ବୋଲି ରବିବାର ଦିନ ଦେଶର ଅଧିକାଂଶ ଗଣମାଧ୍ୟମ ସଂସ୍ଥାର ଏକଜିଟ ପୋଲ୍ ସର୍ଭେରୁ ଜଣାପଡ଼ିଛି । ଦେଶରେ ସମୁଦାୟ ୫୪୨ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଛି । ଟୁଡ଼େସ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ, ୩୫୦ଟି…

ଓଡ଼ିଶାରେ କୌଣସି ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ: ଦାମ ରାଉତ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ କୌଣସି ରାଜନୈତିକ ଦଳ ପୂର୍ଣ୍ଣ ବହୁମତ ହାସଲ କରିପାରିବେ ନାହିଁ, ବୋଲି ବିଜେପି ନେତା ଦାମୋଦର ରାଉତ ରବିବାର ଦିନ କହିଛନ୍ତି । “ମୁଁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ଫଳାଫଳ କଥା ଆଦୌ କିଛି କହିପାରିବି ନାହିଁ । ମୁଁ ଭାବୁଛି କେଉଁଠି କିଛି ତ୍ରୁଟି…

କଟକରେ କଲେଜ ହଷ୍ଟେଲରୁ ଆଇନ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର

କଟକ: କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟର ଏକ ହଷ୍ଟେଲ କୋଠରୀ ମଧ୍ୟରୁ ରବିବାର ଦିନ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ଛାତ୍ର ଜଣକ ଦ୍ୱୀତୀୟ ବର୍ଷ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ସେ କିଶୋରନଗର ଅଞ୍ଚଳର ବୋଲି ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ, ପ୍ରଥମେ…

ମୁହଁ ଖୋଲିଲେ ଦୂତୀ: ନିଜ ବାନ୍ଧବୀଙ୍କ ସହ ରଖିଛନ୍ତି ସମଲିଙ୍ଗୀ ସମ୍ପର୍କ

ନୂଆଦିଲ୍ଲୀ: ନିଜର ସମଲିଙ୍ଗୀ ଯୌନ ସମ୍ପର୍କ ସ୍ଥାପନ କରିବା ନେଇ ଦୌଡ଼ରାଣୀ ଦୂତୀ ଚାନ୍ଦ ଏବେ ଏକ ମହା ଖୁଲାସା କରିଛନ୍ତି । ଋବିବାର ଦିନ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଦୈନିକ ଖବର କାଗଜର ପ୍ରଥମ ପୃଷ୍ଠାରେ ଏକ ଖବର ପ୍ରକାଶିତ ହୋଇଛି, ଯେଉଁଥିରେ ପ୍ରକାଶ ପାଇଛି ଯେ, ଭାରତର ଦ୍ରୁତତମ ମହିଳା…

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୁଜରାଟରୁ ଗିରଫ

କଟକ: ବିଜେଡ଼ି ସାଂସଦ ତଥା ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ କମିଶନରେଟ ପୋଲିସ ରବିବାର ଦିନ ଗୁଜରାଟରୁ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ଅନୁଭବ ମହାନ୍ତି ଏପ୍ରିଲ ୩୦ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ…