ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପୁନରୁଦ୍ଧାର ଲାଗି ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ
ରାଉରକେଲା : ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଆସିଥିବା ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି ।
ମୃତ ଛାତ୍ରଙ୍କ ନାମ ଭାସ୍କର ସାହୁ ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବିଦ୍ୟୁତ୍…