‘ବିଏମସି’ରେ ଉଦଘାଟିତ ହେଲା ମୋବାଇଲ୍ ଏଟିଏମ ଭ୍ୟାନ୍
ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି)ର ଅତିରିକ୍ତ କମିଶନର୍ ଅନନ୍ୟା ଦାସଙ୍କ ଦ୍ୱାରା ଆକ୍ସିସ୍ ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଦୁଇଟି ମୋବାଇଲ ଭ୍ୟାନ ଗୁରୁବାର ଦିନ ଉଦଘାଟନ ହୋଇଛି ।
ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ରାଜଧାନୀରେ ନେଟୱର୍କ ଅସୁବିଧା…