ବାତ୍ୟା ବିପର୍ଯ୍ୟସ୍ତ ପୁରୀ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବ୍ୟାତ୍ୟାରେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇପଡ଼ିଥିବା ପୁରୀ ଜିଲ୍ଲା ଲାଗି ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ମେ ୩ ତାରିଖ ଦିନ ଓଡ଼ିଶାରେ ଯେଉଁ ପ୍ରଳୟଙ୍କରୀ ବାତ୍ୟା ହୋଇଥିଲା ସେଥିମଧ୍ୟରେ ପୁରୀ ଜିଲ୍ଲାରେ ଅଧିକ…