Latest Odisha News

BREAKING NEWS

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ରଥଯାତ୍ରା ଶୁଣାଣି

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରେ । ରଥଯାତ୍ରା ହେବ କି ନାହିଁ ତା ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଏହି ମାମଲାର ଶୁଣାଣି କରୁଛନ୍ତି । ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା…

ଦିନ ୩ଟା ଯାଏଁ ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧ଟାରୁ ୩ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ରଥଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ ରାଜ୍ୟ ସରକାର ପୁରୀରେ ଦିନେ କର୍ଫ୍ୟୁ ଜାରି କରିପାରିବେ : ଏସ୍‌ଜି ତୁଷାର…

ନୂଆଦିଲ୍ଲୀ : ପରମ୍ପରା ବଜାୟ ରଖି ସମସ୍ତ ସତର୍କତା ପଦକ୍ଷେପ ଅବଲମ୍ବନ କରି ପୁରୀରେ ରଥଯାତ୍ରା କରାଯାଇପାରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ନେଇ ଯେଉଁ ଭୟ ରହିଛି ସେଥି ପାଇଁ ରାଜ୍ୟ ସରକାର ଚାହିଁଲେ ଗୋଟିଏ ଦିନ କର୍ଫ୍ୟୁ ଜାରି…

ତିନିରଥରେ ବିଜେହେଲା ମହାପ୍ରଭୁଙ୍କ ଆଜ୍ଞାମାଳ; ରଥରେ ବାଜିଲା କାହାଳୀ…

ପୁରୀ: ଆସନ୍ତାକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କେବଳ ଓଡ଼ିଶା କି ଭାରତ ନୁହେଁ ବରଂ ବିଶ୍ୱରେ ଥିବା ମହାପ୍ରଭୁଙ୍କର କୋଟି କୋଟି ଶ୍ରଦ୍ଧାଳୁଙ୍କ ମନରେ ରଥଯାତ୍ରା ଲାଗି ଭରି ରହିଛି ଅହେତୁକ ଉତ୍କଣ୍ଠା । ସିଂହଦ୍ୱାର ସମ୍ମୁଖସ୍ଥ ବଡ଼ଦାଣ୍ଡରେ ମହାପ୍ରଭୁ…

ପୁଣି ଇତିହାସ ରଚିଲା କଟକ ବଡ଼ ମେଡିକାଲ; ସଫଳତାର ସହ ଅସ୍ଥି ମଜ୍ଜା ପ୍ରତିରୋପଣ

କଟକ: କୋଭିଡ-୧୯ ମହାମାରୀ ମଧ୍ୟରେ ଅସ୍ଥି ମଜ୍ଜା ପ୍ରତିରୋପଣ କରି ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ । ଏହାଛଡା ହେମାଟୋଲୋଜି ବିଭାଗର ଏହା ୭୭ ତମ ସଫଳ ଅସ୍ଥି ମଜ୍ଜା ପ୍ରତିରୋପଣ । ଲକଡାଉନ୍ ପରଠାରୁ ପାଖାପାଖି ୩ ମାସରୁ ଅଧିକ ସମୟ ହେବ ଅସ୍ଥି…

ଓଡିଶାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୫

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ଗଞ୍ଜାମର ଜଣେ ୪୬ ବର୍ଷ ବୟସ୍କ କରୋନା ଆକ୍ରାନ୍ତ ବ୍ୟକ୍ତି ଡାକ୍ତରଖାନାରେ…

ପୁରୀ ରଥଯାତ୍ରା ହେବା ସମ୍ଭାବନା ବଢିଲା : ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମର୍ଥନ

ନୂଆଦିଲ୍ଲୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ସମ୍ଭାବନା ବଢିଛି । ସୁପ୍ରିମକୋର୍ଟଙ୍କ ପୂର୍ବ ଆଦେଶର ସଂଶୋଧନ ଉପରେ ଶୁଣାଣି ପାଇଁ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ରହିଥିବା ଖଣ୍ଡପୀଠ ସମ୍ମତି ପ୍ରଦାନ କରିଛନ୍ତି । ଜଷ୍ଟିସ୍ ମିଶ୍ରଙ୍କ ଖଣ୍ଡପୀଠରେ ଏହା ଉପସ୍ଥାପନ କରାଯିବା ବେଳେ…

ବିନା ଭକ୍ତରେ ନିୟନ୍ତ୍ରିତ ଭାବେ ପୁରୀରେ ହୋଇପାରିବ ରଥଯାତ୍ରା :ସୁପ୍ରିମକୋର୍ଟରେ ରାଜ୍ୟସରକାରଙ୍କ ସାନି ସତ୍ୟପାଠ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ମାମଲାର ପୁନଃବିଚାର ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଛି । ନୂଆଦିଲ୍ଲୀ ସ୍ଥିତ ରାଜ୍ୟ ସରକାରଙ୍କ ଆବାସିକ କମିଶନର ସଂଜୀବ କୁମାର ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା…