ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା; ଏହି ୩ ଦେଶକୁ ଭାରତର ଭିସା କଟକଣା
ନୂଆଦିଲ୍ଳୀ: ଭାରତରେ କାୟା ବିସ୍ତାର କରୁଛି କରୋନା ଭାଇରସ । ସରକାରୀ ରିପୋର୍ଟ ଅନୁସାରେ, ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ି ୫୦ରେ ପହଞ୍ଚିଛି । ଯାହା ପରେ କରୋନା ଭାଇରସର ମୁକାବିଲାକୁ ନେଇ କେନ୍ଦ୍ର ସରକାର ଟ୍ରାଭେଲ ଆଡଭାଇଜରି ଜାରି କରିଛନ୍ତି ।
ଟ୍ରାଭେଲ ଆଡଭାଇଜରି ଅଧିନରେ…