Latest Odisha News

BREAKING NEWS

ରଥଯାତ୍ରା ଅନୁମତି ନେଇ ପୁଣି ସୁପ୍ରିମକୋର୍ଟରେ ମାମଲା

ଭୁବନେଶ୍ୱର: ପୁରୀ ରଥଯାତ୍ରାକୁ ଅନୁମତି ଦେବାକୁ ନେଇ ସୁପ୍ରିମକୋର୍ଟରେ ତିନି ତିନିଟି ପିଟିସନ ଦାଖଲ ହୋଇଛି । ପକ୍ଷଭୁକ୍ତ ଆବେଦନକାରୀ ନୟାଗଡର ଆଫତାବ ହୁସେନଙ୍କ ଦ୍ୱାରା ମୋଡିଫିକେସନ ପିଟିସନ ଦାଖଲ କରାଯାଇଛି । ନିଜ ଆବେଦନରେ ଆଫତାବ ଦର୍ଶାଇଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ପୁରୀର ରଥଯାତ୍ରା…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମରେ ଶନିବାର ଦିନ ଏକ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ମିଶାଇ କଟକରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୬ ପହଞ୍ଚିଛି। ସୂଚନାନୁଯାୟୀ କଟକ ଜିଲ୍ଲାରେ ୧୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରେ କଟକ ମହାନଗର ନିଗମର ଜଣେ…

ମେ’ ଅପେକ୍ଷା ଜୁନରେ ରାଜ୍ୟରେ ଅଧିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪ ହଜାର ୮୫୬ ଜଣ । ଗତ ୨୪ ଘଣ୍ଟାରେ ବାହାରିଛି ନୂଆ ୧୭୯ ପଜିଟିଭ୍ କେସ୍ । ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି ମେ ମାସ ଅପେକ୍ଷା ଜୁନରେ ସଂକ୍ରମଣ ବଢ଼ିଛି । ଜୁନ୍ ୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨ ହଜାର ୨୪୫ ।…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ୍ ସଂଖ୍ୟା ୧୨ ଛୁଇଁଲା

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1274221605414002689?s=19 ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍…

ଗଞ୍ଜାମ ଜିଲ୍ଲାରେ ଛଅ କୋଭିଡ ଯୋଦ୍ଧାଙ୍କ ସହ ୫୭ କରୋନା ପଜିଟିଭ; ସୂଚନା ଦେଲେ ପ୍ରଶାସନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଶନିବାର ଦିନ ୬ କରୋନା ଯୋଦ୍ଧାଙ୍କ ସହ ୫୭ଟି ନୂତନ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା ୮୫୩କୁ ଛୁଇଁଛି। ନୂତନ ମାମଲାଗୁଡ଼ିକ ମଧ୍ୟରୁ ଚାରିଜଣ ସୋରଡା, ଦୁଇଜଣ ଲେଖାଁଏ ଆସ୍କା, ଭଞ୍ଜନଗର, ବେଲଗୁଣ୍ଠ, ଜେଏନପି ଏବଂ…

ବ୍ରାଜିଲରେ ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୫୪ ହଜାର ପଜିଟିଭ୍

କରୋନା ପ୍ରହାରରେ ତ୍ରାହି ତ୍ରାହି ଡାକୁଛି ବ୍ରାଜିଲ୍ । ଭୂତାଣୁ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୭୭୧ ନୂଆ ଆକ୍ରାନ୍ତ । କରୋନା ମହାମାରୀ ଦିନଠୁ କୌଣସି ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟା ଲୋକ ସଂକ୍ରମିତ ହୋଇ ନଥିଲେ । ବ୍ରାଜିଲରେ ଭୂତାଣୁ…

ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ନକଲି ରାସନ କାର୍ଡ ପ୍ରଦାନ ଅଭିଯୋଗରେ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ଏବଂ ଜଣେ ସରପଞ୍ଚଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ନରସିଂହପୁରର ପିଇଓ ପ୍ରତାପ ନାୟକ ଏବଂ ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ ବୋଲି ଜଣାପଡିଛି। ସେମାନେ ଗତ ୧୮ ମାସ…

ଦେଶର ୬୫ ପ୍ରତିଶତ ସଂକ୍ରମିତ କେବଳ ଚାରିଟି ରାଜ୍ୟର

ନୂଆଦିଲ୍ଲୀ: ଗୋଟିଏ ଦିନରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୧୪ ହଜାର ୫୧୬ ଭୂତାଣୁ ସଂକ୍ରମିତ । ଏହି ସମୟରେ ୩୭୫ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮କୁ ବୃଦ୍ଧି ପାଇଛି । ୧୨…

୧୮ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ଆଉ ୧୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୯ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୫୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଗାଡି ଚାଳକଙ୍କୁ ଆଶ୍ୱସ୍ତି; ସେପ୍ଟେମ୍ବର ୩୦ ଯାଏଁ ବଢିଲା ଗାଡି ଡକ୍ୟୁମେଣ୍ଟ ବୈଧତା

ଭୁବନେଶ୍ୱର: ଦେଶରେ ଦିନକୁ ଦିନ କରୋନା ପରିସ୍ଥିତି ଅଣାୟତ ହେଉଥିବା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ଲାଗି ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ରର ଅବଧିକୁ ବଢାଇଛନ୍ତି କେନ୍ଦ୍ର ସରକାର । ଯାହାଫଳରେ ଫେବୃଆରୀ ୧ରୁ ସରୁଥିବା ଗାଡି ଡକ୍ୟୁମେଣ୍ଟ ଗୁଡିକୁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ…