ବିଜେଡିରେ ସାମିଲ ହେଲେ ଆଉ ଜଣେ ବିଜେପି ପ୍ରାର୍ଥୀ
ଭୁବନେଶ୍ୱର : ଭାଗିରଥୀ ସେଠୀଙ୍କ ପରେ ବିଜେପିର ଆଉ ଜଣେ ପ୍ରାର୍ଥୀ ତୁଷାରକାନ୍ତୀ ବେହେରା ମଙ୍ଗଳବାର ଦିନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ।
ଶ୍ରୀଯୁକ୍ତ ବେହେରା ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶାସକ ଦଳ…