ବିଜେଡ଼ିରେ ମିଶିଲେ ଓଡ଼ିଶା ବିଜେପି ମୁଖ୍ୟଙ୍କ ପୁତୁରା
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା ରାଜନୈତିକ ପ୍ରେକ୍ଷାପଟ୍ଟର ଦୃଶ୍ୟ ସେହିପରି କୌତୁହଳପ୍ରଦ ଭାବେ ପ୍ରତି ମୂହୁର୍ତ୍ତରେ ବଦଳିବାରେ ଲାଗିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ଏବେ ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ଦିନକୁ ଦିନ…