ପାଟଣାଗଡ ହସ୍ପିଟାଲରୁ ଚୋରି ନବଜାତ ଶିଶୁ ଉଦ୍ଧାର, ୨ ଗିରଫ
ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରୁ ମାର୍ଚ୍ଚ ୬ ତାରିଖରେ ଚୋରି ହୋଇଥିବା ନବଜାତ ଶିଶୁକୁ ଶନିବାର ଦିନ ପୋଲିସ ଉଦ୍ଧାର କରିବା ସହ ୨ ଜଣକୁ ଗିରଫ କରିଛି ।
ମିଳିଥିବା ସୂଚନାନୁଯାୟୀ ନବଜାତ ଶିଶୁ ଚୋରି ଅଭିଯୋଗ ହେବା ପରେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ଏହି…