Latest Odisha News

BREAKING NEWS

ଆଜି ସମସ୍ତ ମହିଳା କ୍ର‌୍ୟୁ ସଦସ୍ୟଙ୍କ ଦାୟିତ୍ୱରେ ‘ଏୟାର୍ ଇଣ୍ଡିଆ’ ବିମାନ

ନୂଆଦିଲ୍ଲୀ : ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ପାଳନ କରାଯାଉଥିବା ବେଳେ ଏହି ଦିବସ ଲାଗି ଏୟାର ଇଣ୍ଡିଆ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଏୟାର ଇଣ୍ଡିଆ ନିଜର ୧୨ଟି ଅନ୍ତର୍ଜାତୀୟ ଉଡାଣ ଓ ୪୦ରୁ ଅଧିକ ଘରୋଇ ଉଡାଣ ଲାଗି କେବଳ ମହିଳା…

କଟକ ଏସସିବିର ପାଥୋଲୋଜି ବିଭାଗରେ ଭୟାବହ ଅଗ୍ନିକାଣ୍ଡ

କଟକ : କଟକ ବଡ ମେଡିକାଲର ପାଥୋଲୋଜି ବିଭାଗର ୨ଟି ରୁମରେ ଶୁକ୍ରବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନାନୁଯାୟୀ ପାଥୋଲୋଜି ବିଭାଗର ୨ଟି ରୁମରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିଲା । କିଛି ପରିଚାରିକା ଉକ୍ତ ସ୍ଥାନରେ ନିଆଁ ଦେଖି ସଙ୍ଗେସଙ୍ଗେ କର୍ତ୍ତୃପକ୍ଷଙ୍କୁ ସୂଚନା…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ମୃତ

ବାଲେଶ୍ୱର/ବୌଦ୍ଧ : ବାଲେଶ୍ୱର ଓ ବୌଦ୍ଧ ଜିଲ୍ଲାରେ ଶୁକ୍ରବାର ଦିନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ନିକଟରେ ଥିବା ଦଣ୍ଡକାଳୀ ମନ୍ଦିର ଠାରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ସମେତ ୨…

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଆମେଥି ଓ ସୋନିଆ ରାଏବରେଲି ଆସନରୁ ଲୋକସଭା ପ୍ରାର୍ଥୀ

ନୂଆଦିଲ୍ଲୀ: କଂଗ୍ରେସ ଦଳ ଗୁରୁବାର ଦିନ ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସର ଏହି ୧ମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ସେଥିମଧ୍ୟରୁ ଗୁଜରାଟର ୧୧ଟି ଓ ଉତ୍ତରପ୍ରଦେଶର ୪ଟି ଆସନ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ…

କୋରାପୁଟରେ ୨ଜଣ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟ: କୋରାପୁଟ ଜିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ୨ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଓଡ଼ିଶା ପୋଲିସ ଡ଼ିଜିପି ଡ଼ଃ ଆର ପି ଶର୍ମାଙ୍କ ଉପସ୍ଥିତିରେ ସୁକାନ୍ତି ଓରଫ ପେଣ୍ଟି ମାଢି ଏବଂ ସଙ୍ଗୀତା ଖିଲୋ ନାମକ ୨ଜଣ ମହିଳା ମାଓବାଦୀ ସେମାନଙ୍କର…

ଭରତପୁର ପ୍ରାକୃତିକ ପରିବେଶରେ ଶୁଭାରମ୍ଭ ହେଲା ‘ଜଙ୍ଗଲ ସଫାରୀ’

ଭୁବନେଶ୍ୱର: ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଗୁରୁବାର ଦିନ ‘ଜଙ୍ଗଲ ସଫାରୀ’ ଗାଡ଼ି ଉଦଘାଟନ କରିଛନ୍ତି । ଏହି ‘ଜଙ୍ଗଲ ସଫାରୀ’ଟି ରାଜଧାନୀ ଉପକଣ୍ଠସ୍ଥ ଚନ୍ଦକା-ଡ଼ମପଡ଼ା ଅଭୟାରଣ୍ୟର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଅବସ୍ଥିତ । ଏହି ‘ଜଙ୍ଗଲ ସଫାରୀ’ ଉଦଘାଟନର ପ୍ରଥମ ଦିନରେ…

କଂଗ୍ରେସ ଗୋଟିଏ ପରିବାରରୁ କେବଳ ଗୋଟିଏ ଟିକଟ ଦେବ: ଜିତେନ୍ଦ୍ର ସିଂହ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଯେକୌଣସି ପରିବାରରୁ କେବଳ ଗୋଟିଏ ଟିକଟ ବ୍ୟତୀତ ଅଧିକ ଟିକଟ ଦେବନାହିଁ ବୋଲି ସ୍ପଷ୍ଟ କରିଛି କଂଗ୍ରେସ । କଂଗ୍ରେସ ଭବନରେ ଗୁରୁବାର ଦିନ ଗଣମାଧ୍ୟମର ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏଆଇସିସି ନେତା ତଥା ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର…

ଓଡିଶାରେ ଖୋଲିବ ୪ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ, ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ୫୦ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ସେଥିମଧ୍ୟରେ ଓଡ଼ିଶାରେ ଚାରିଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବ। ମିଳିଥିବା ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲାର ଚମ୍ପୁଆ…

ଜମ୍ମୁ ବସଷ୍ଟାଣ୍ଡରେ ବିସ୍ଫୋରଣ: ୧ମୃତ, ୨୮ ଜଣ ଆହତ

ଜମ୍ମୁ: ଜମ୍ମୁ ସହରର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଏକ ଗ୍ରେନେଡ଼ ବିସ୍ଫୋରଣ ଯୋଗୁଁ ଜଣେ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଏହି ଆହତ ବ୍ୟକ୍ତିମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସୂତ୍ରରୁ ଜଣାପଡ଼ିଛି । #UPDATE: One person injured in…

ପୁଣି ଫେରୁଛନ୍ତି ଓଲିଉଡର ଚର୍ଚ୍ଚିତ ରାଜା-ଟ୍ୱିଙ୍କିଲ୍ ଯୋଡ଼ି…

ଭୁବନେଶ୍ୱର: କିଛି ବର୍ଷ ପୂର୍ବରୁ ସୁପର୍ ହିଟ୍ ‘ଧନରେ ରଖିବୁ ଶପଥ ମୋର’ ଓଡ଼ିଆ ସିନେମା ଓଲିଉଡରେ ହଇଚଇ ସୃଷ୍ଟି କରିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପରେ ଚଳଚିତ୍ର ଜଗତରେ ବେଶ୍ ପ୍ରସିଦ୍ଧି ଲାଭ କରିସାରିଥିବା ସଫଳ ଯୋଡ଼ି ସୁପରଷ୍ଟାର୍ ରାଜା (ପ୍ରଭାସ ଷଡ଼ଙ୍ଗୀ) ଏବଂ ଚୁଲବୁଲୀ ନାୟିକା…