‘ସ୍ପାଇସ୍ ଜେଟ’ର ଦିଲ୍ଲୀ-ଝାରସୁଗୁଡ଼ା ଉଡ଼ାଣରେ ସୂଚୀ ପରିବର୍ତ୍ତନ
ଭୁବନେଶ୍ୱର : ଘରୋଇ ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ଗୁରୁବାର ଦିନ ନୂଆଦିଲ୍ଲୀରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏଁ ବିମାନ ବନ୍ଦରକୁ ସିଧାସଳଖ ବିମାନ ଉଡାଣ ସୂଚୀରେ ସାମାନ୍ୟ ସଂଶୋଧନ କରିଛି ।
ସଂଶୋଧିତ ସୂଚୀଅନୁଯାୟୀ ଏହା ଦିନ ୧ଟା ୫୦ ମିନିଟରେ ଦିଲ୍ଲୀରୁ ବାହାରିବ ଏବଂ ଅପରାହ୍ନ…