Latest Odisha News

BREAKING NEWS

ବଲାଙ୍ଗିର: ବିଶାଖାପାଟଣା-ଭଗତ କି କୋଠି ଟ୍ରେନରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଲୱେ ଷ୍ଟେସନ୍ ନିକଟରେ ଗୁରୁବାର ଦିନ ବିଶାଖାପାଟଣା-ଭଗତ କି କୋଠି ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଭୟଭିତ ହୋଇପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏହି ଟ୍ରେନର ଇଞ୍ଜିନରୁ କୌଣସି କାରଣବଶତଃ ଧୂଆଁ ବାହାରୁଥିବା ଜାଣିପାରି…

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଏବେ ଆକାଶ ମାର୍ଗରେ କାଶ୍ମୀର ଯିବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ : ପୁଲୱାମା ଠାରେ ବର୍ବରୋଚିତ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ପରେ ଗୁରୁବାର ଦିନ କେନ୍ଦ୍ର ସରକାର ଯବାନମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନେଇଛନ୍ତି । https://twitter.com/HMOIndia/status/1098499349502406656 ଏହି ନିଷ୍ପତ୍ତି ଅନୁଯାୟୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ମୃତ ଓ ୨୦ ଆହତ

ନୂଆପଡା/ଗଞ୍ଜାମ : ରାଜ୍ୟର ନୂଆପଡା ଓ ଗଞ୍ଜାମରେ ଗୁରୁବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହେବା ସହ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମରେ ଗୁରୁବାର ଦିନ ଦୁର୍ଘଟଣା ଘଟିଥିବା ବେଳେ ନୂଆପଡାରେ ବୁଧବାର ବିଳମ୍ବିତ ରାତିରେ ଏହି ସଡକ ଦୁର୍ଘଟଣା ଘଟିଥିବା…

ନୟାଗଡରେ ଯୁବକଙ୍କୁ ନିର୍ମମ ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ ଗୁରୁବାର ଦିନ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ରାଉତ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଗୁରୁବାର ସକାଳେ କୃଷ୍ଣଙ୍କ ପରିବାର ଲୋକେ…

ଆରପାରିରେ ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟା

ମୁମ୍ବାଇ : ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ରାଜକୁମାର ବଡଜାତ୍ୟାଙ୍କର ଗୁରୁବାର ଦିନ ମୁମ୍ବାଇ ସ୍ଥିତ ସାର୍ ଏଚଏନ୍ ରିଲାୟନ୍ସ ଫାଉଡେସନ୍ ହସ୍ପିଟାଲରେ ଦେହାନ୍ତ ଘଟିଛି । ଏନେଇ ତାଙ୍କ ପ୍ରଡକ୍ସନ ହାଉସ୍ ରାଜଶ୍ରୀ ଫିଲ୍ମ ଟ୍ୱିଟ୍ କରିଛି ।…

ଆଜିଠୁ ଆରମ୍ଭ ହେଲା ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ୍ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଦଶମ ବୋର୍ଡ଼ ପରୀକ୍ଷା ୨୦୧୯ ଲାଗି ଆଜି ୧୦ଟା ୩୦ରେ ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି । ଆଜି ପରୀକ୍ଷାର ଆରମ୍ଭ ଦିବସରେ ଇ-ପବ୍ଲିଶିଂ ଏବଂ ଇ-ଅଫିସ ବିଷୟରେ ପରୀକ୍ଷା ହୋଇଛି । ଏହି ପରୀକ୍ଷାର ଅବଧି ୨ ଘଣ୍ଟା ରହିଥିଲା…

‘ନବ ନିର୍ମାଣ କୃଷକ ସଂଗଠନ’ର ଓଡ଼ିଶା ବନ୍ଦ ଜାରି, ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ଅଟକ

ଭୁବନେଶ୍ୱର: ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ଓଡ଼ିଶା ବନ୍ଦ ଯୋଗୁଁ କେତେକାଂଶରେ ସଫଳ ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳରେ ବ୍ୟାହତ ହୋଇଛି । ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ କର୍ମୀମାନେ ରାଜ୍ୟର…

ବରଗଡ଼ରେ କାଳିଆ ଚାଷୀ ମହାସମାବେଶରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

ବରଗଡ : ବରଗଡ ଜିଲ୍ଲାରେ ଗୁରୁବାର ଦିନ ଆୟୋଜିତ ଏକ ଚାଷୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ଯୋଜନା’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରିବେ । ଏହି ସହାୟତା ରାଶି କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ…

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଆତଙ୍କବାଦୀ ବିପଦ !

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆତଙ୍କବାଦୀଙ୍କ ଆକ୍ରମଣର ସମ୍ଭାବନା ରହିଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ସତର୍କ କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏପରି ସୂଚନା ପାଇବା ପରେ ରାଜ୍ୟ ଆଇନ ବିଭାଗ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏନେଇ…

ଓଡ଼ିଶା ବନ୍ଦ: ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ବାତିଲ୍

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନ (ଏନଏନକେଏସ) ପକ୍ଷରୁ ସମଗ୍ର ରାଜ୍ୟରେ ଗୁରୁବାର ଦିନ ବନ୍ଦ ଡ଼ାକରା ଦିଆଯାଉଥିବା ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଦିନ ସମସ୍ତ ପରୀକ୍ଷା ବାତିଲ୍ କରିଛି । “ଏତଦ୍ୱାରା ଜଣାଇଦିଆଯାଉଛି କି, ୨୧ ଫେବୃଆରୀ ୨୦୧୯ ତାରିଖ ଦିନ ନବ ନିର୍ମାଣ…