Latest Odisha News

BREAKING NEWS

ଦେଖନ୍ତୁ ଭିଡ଼ିଓ: କୁମ୍ଭମେଳାରେ ଅଭିନବ ଏଟିଏମ ମେସିନ, ମଇଳା ପକାଇ ଚା’ ପିଅନ୍ତୁ…

ପ୍ରୟାଗରାଜ: ଏବର୍ଷରେ ଏହି ମହାକୁମ୍ଭ ମେଳାରେ ରେକର୍ଡ଼ ସଂଖ୍ୟକ ଦେଶ ବିଦେଶରୁ ୧୨୦ ମିଲିୟନ ହିନ୍ଦୁ ସାଧୁ, ସନ୍ଥ ତଥା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ପ୍ରସିଦ୍ଧ କୁମ୍ଭମେଳା ଅବସରରେ ବ୍ରୁକବଣ୍ଡ କମ୍ପାନୀ ପକ୍ଷରୁ ଏକ ଅଭିନବ ଏଟିଏମ ମେସିନ୍ ନିର୍ମିତ କରାଯାଇ କୁମ୍ଭମେଳାର ଅଂଶଗ୍ରହଣ…

ଆଜି ବିଧାନସଭାରେ ହେବ ରାଜ୍ୟ ବଜେଟ ଉପସ୍ଥାପନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ ଉପସ୍ଥାପନ ହେଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହି ଆର୍ଥିକ ବଜେଟ ଗୃହରେ ଉପସ୍ଥାପନ କରିବେ । ରାଜ୍ୟ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା, ଏହି…

ଓଡ଼ିଶାର ଜାତୀୟ ରାଜପଥର ଲମ୍ବ ଗତ ୪ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି: ନୀତିନ ଗଡ଼କରୀ

ଜଗତସିଂହପୁର/କାମାକ୍ଷାନଗର: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଦିନ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଜଗତସିଂହପୁର ଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ବିଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାର…

ଓଡ଼ିଶୀ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଗ୍ରହଣ କଲେ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ରାଷ୍ଟ୍ରପତି ଭବନରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ରଙ୍କୁ ସମ୍ମାନଜନକ ‘ସଙ୍ଗୀତ ନାଟକ ଏକାଡ଼େମୀ’ ପୁରସ୍କାର ପ୍ରଦାନ କରିଛନ୍ତି । ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ…

ଜିସାଟ୍-୩୧ର ସଫଳ ଉତକ୍ଷେପଣ, ସୁଦୃଢ ହେଲା ଭାରତୀୟ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଫ୍ରେଞ୍ଚ୍ ଗୁଆନାସ୍ଥିତ ମହାକାଶ ଗବେଷଣା କେନ୍ଦ୍ରରୁ ଭାରତର ସଦ୍ୟତମ ଯୋଗାଯୋଗ କୃତ୍ରିମ ଉପଗ୍ରହ ଜିସାଟ୍-୩୧କୁ ବୁଧବାର ଦିନ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହା ପ୍ରାୟ ରାତି ୨ଟା ୩୧ ମିନିଟରେ ଉତକ୍ଷେପଣ କରାଯାଇଥିବା ବେଳେ ଏହି ଉପଗ୍ରହଟି ପ୍ରାୟ ୪୨ ମିନିଟର ଉଡାଣ…

ଅନୁଗୁଳରେ ଚାଷ ଜମିରୁ ମିଳିଲା ମୃତଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପରା ଥାନା ଅନ୍ତର୍ଗତ କୁଶକିଲା ଗ୍ରାମ ନିକଟସ୍ଥ ଏକ କ୍ଷେତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ କୁଶକିଲା ଗ୍ରାମର ନାମ ବୁଧୁ ନାୟକ (୪୩) ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ କିଛି ସ୍ଥାନୀୟ ଲୋକମାନେ ନିକଟସ୍ଥ କ୍ଷେତରେ…

ପ୍ରଥମ ଟି-୨୦ରେ ଭାରତ ୮୦ ରନରେ ପରାସ୍ତ

ୱେଲିଂଟନ: ଟି-୨୦ ଶୃଙ୍ଖଳାର ୧ମ ମ୍ୟାଚରେ ଭାରତ ଘରୋଇ ନ୍ୟୁଜିଲାଣ୍ଡଠାରୁ ୮୦ ରନରେ ପରାସ୍ତ ହୋଇଛି । କିୱି ଦଳର ୨୧୯ ରନର ଜବାବରେ ଭାରତ ୧୯.୨ ଓଭର ଖେଳି ମାତ୍ର ୧୩୯ ରନ କରିପାରିଛି । ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ୧-୦ ରେ ଅଗ୍ରଣୀ ଲାଭ କରିଛି ।…

ହାତରେ ରିମୋଟ୍ ରଖନ୍ତୁ, କଂଗ୍ରେସକୁ ଭୋଟ୍ ଦିଅନ୍ତୁ: ରାହୁଲ ଗାନ୍ଧୀ

ଭବାନୀପାଟଣା : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆୟୋଜିତ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି । ସେ ନବୀନଙ୍କୁ ମୋଦି ସରକାରର ରିମୋଟ କଣ୍ଟ୍ରୋଲ କହିବା ସହ…

ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୱେଲିଂଟନଠାରେ ଆରମ୍ଭ ହୋଇଛି ୧ମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଦାରିତ ୨୦ ଓଭରରେ ୨୧୯ ରନ କରିଛି । ଏବେ ସୁଦ୍ଧା ଭାରତ ୫ ଓଭର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ ହରାଇ କରିଛି ୫୧ ରନ । ଶିଖର ଧାୱନ ୧୮ ଟି…

ନୂଆପଡ଼ା: ସଡକ ଦୁର୍ଘଟଣାରେ ୧ ମୃତ, ୨୪ ଗୁରୁତର ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଜୁନାନି ଗ୍ରାମରେ ବୁଧବାର ଦିନ ଏକ ମିନି ଟ୍ରକ୍ ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୨୪ ଜଣ ଆହତ ହୋଇଛି । ମୃତକଙ୍କ ନାମ ଅଭୟକାନ୍ତ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ମିନିଟ୍ରକ ଯୋଗେ ପ୍ରାୟ ୩୦ରୁ…