ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାରେ ଶତକ ହାସଲ କଲେ ବସନ୍ତ
ଭୁବନେଶ୍ୱର: ଓଡିଶାର ଷ୍ଟାର ବୋଲର ବସନ୍ତ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିବାରେ ଶତକ ହାସଲ କରିଛନ୍ତି । ଚଳିତ ବେଙ୍ଗଲ ବିପକ୍ଷ ରଣଜୀ ମ୍ୟାଚରେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଉଇକେଟ ହାସଲକାରୀ ଏବଂ କଞ୍ଜୁସ ବୋଲର ଭାବେ ସେ ବେଶ୍ ପରିଚିତ । ୯୯ ମ୍ୟାଚରେ ସେ ୨.୩ ଆଭରେଜରେ…