Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ରାଜପୋରା ଅଞ୍ଚଳରେ କେତେକ ଆତଙ୍କବାଦୀ ମାନେ ଛପି…

କାଳିଆ ଯୋଜନା: ହିତାଧିକାରଙ୍କୁ ସହାୟତା ରାଶି ପ୍ରେରଣ

ଜାନୁଆରୀ ମାସ ପ୍ରଥମାର୍ଦ୍ଧରେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରଥମ ପର୍ଯ୍ୟାୟ ହିତାଧିକାରୀ ଚିଠା ତାଲିକାରେ ପ୍ରାୟ ୨୨ ଲକ୍ଷ ୮୦ ହଜାର କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କର ନାମ ସମସ୍ତଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଥିଲା  । ଉପଲବ୍ଧ ତଥ୍ୟ ଅନୁସାରେ ୫୭ ହଜାର ୬୧୪ ଜଣ ଭାଗ ଚାଷିଙ୍କୁ…

ବଲାଙ୍ଗୀର ରାଜ ରାସ୍ତାରେ ବୁଲୁଛି ବାଘ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ସଇଁତଳା ଅଞ୍ଚଳ ଅନ୍ତର୍ଗତ ଗୋଳାବାରୁଦ କାରଖାନା ନିକଟସ୍ଥ ରାଜରାସ୍ତାରେ କଲରାପତରିଆ ବାଘ ବୁଲୁଥିବା ଜଣାପଡ଼ିବା ପରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡ଼ିଛନ୍ତି । ସ୍ଥାନୀୟ ଲୋକମାନେ ଏହି ବାଘଟି ରାସ୍ତାରେ ଚଳପ୍ରଚଳ କରିବା ସମୟର ଏକ ଭିଡ଼ିଓ ସୋସିଆଲ…

ଦାବି ପୂରଣ ନ’ହେଲେ ସମୂହ ଛୁଟି ନେବାକୁ ‘ଓଡ଼ିଶା ପୋଲିସ ଆସୋସିଏସନ’ର ଚେତାବନୀ

କଟକ: ଓଡ଼ିଶା ପୋଲିସ ଆସୋସିଏସନ (ଓପିଏ) ର ୬ ଦଫା ଦାବି ପୂରଣ ନ’ହେଲେ ଫେବୃଆରୀ ୧୦ ତାରିଖରୁ ସମୂହ ଛୁଟି ନେବାକୁ ଚେତାବନୀ ଦିଆଯାଇଛି । ଏହା ସମ୍ପର୍କରେ ଆସୋସିଏସନ ପକ୍ଷରୁ ଫେବୃଆରୀ ୫ ତାରିଖ ଦିନ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ‘ଓପିଏ’ ର ସଭାପତି…

ଭୁବନେଶ୍ୱରରେ କେଜ୍ରିୱାଲଙ୍କ ର‌୍ୟାଲି: ସଭାରେ ଶ୍ରୀକାନ୍ତ, ଟାର୍ଗେଟରେ ରାଜ୍ୟ ସରକାର

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍)ନେତା ଅରବିନ୍ଦ କେଜ୍ରିୱାଲ ଗୁରୁବାର ଦିନ ରାଜଧାନୀର ଅନୁଷ୍ଠିତ ଏକ ର‌୍ୟାଲିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ଭାଷଣରେ ଆକ୍ରମଣ କରି କହିଛନ୍ତି, ଏହି କେବଳ ବିଜେଡ଼ି ନୁହେଁ କଂଗ୍ରେସ ଓ ବିଜେପି ସହିତ ଏହି ସରକାର…

ଓଡିଶା ହାଇକୋର୍ଟକୁ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ପୁଣି ବଦଳି

କଟକ : ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଯୋଗ ଦେବାକୁ ଯାଉଛନ୍ତି । ସେ ୨୦୧୪ ମସିହା ଡିସେମ୍ବର ମାସରୁ ଝାଡଖଣ୍ଡ ହାଇକୋର୍ଟରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ…

୪୮ ଘଣ୍ଟା ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ଆଇଏମଡି

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ଶୀତର ପ୍ରକୋପ ବୃଦ୍ଧି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ଫେବୃୟାରୀ ୨ ତାରିଖ ତଥା…

ଦଇତାପତି ନିଯୋଗର ନୂଆ ସଭାପତି ହେଲେ ରବୀନ୍ଦ୍ର ଦାସମହାପାତ୍ର

ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିରର ଦଇତାପତି ନିଯୋଗ ନିର୍ବାଚନର ଫଳାଫଳ ଗୁରୁବାର ଦିନ ଘୋଷଣା କରାଯାଇଛି । ଏହି ଫଳାଫଳ ଅନୁଯାୟୀ ନିଯୋଗର ନୂଆ ସଭାପତି ରବୀନ୍ଦ୍ର ଦାସମହାପାତ୍ର ହୋଇଥିବାବେଳେ ସୂର‌୍ୟ୍ୟ ନାରାୟଣ ସ୍ୱାଇଁମହାପାତ୍ର ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆହୁରି ମଧ୍ୟ…

ସିସୋର୍ ଚିଟଫଣ୍ଡ୍ ସ୍କାମ୍: ୨ ବିଜେଡ଼ି ନେତାଙ୍କୁ ପୁଣି ସିବିଆଇ କରିବ ନୋଟିସ୍

ଭୁବନେଶ୍ୱର : ସିସୋର ଚିଟଫଣ୍ଡ ସ୍କାମ ମାମଲାରେ ସିବିଆଇ ପୁଣିଥରେ ବିଜେଡିର ଦୁଇ ବରିଷ୍ଠ ନେତା ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ୍ କରିବ । ଗଣମାଧ୍ୟମକୁ ସୂଚନା ଦେଇ ଗୁରୁବାର ଦିନ ସିବିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଜାନୁଆରୀ ୨୮ ଓ ୩୦ ତାରିଖ ଦିନ ଅତନୁ ସବ୍ୟସାଚୀ…

୪ର୍ଥ ଦିନିକିଆ: ନ୍ୟୁଜିଲାଣ୍ଡ ୮ ୱିକେଟରେ ବିଜୟୀ

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ୪ର୍ଥ ଦିନିକିଆରେ ଭାରତ ଶେଷରେ କିୱି ଦଳଠାରୁ ୮ ୱିକେଟରେ ପରାସ୍ତ ହୋଇଛି । ଆଜିର ଖେଳାଯାଇଥିବା ୪ର୍ଥ ଦିନିକିଆରେ ବିରାଟ କୋହଲୀ ବିଶ୍ରାମ ନେଇଥିବା ଯୋଗୁଁ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ବହନ କରିଥିଲେ ।…