‘ସ୍ୱାମୀଙ୍କ ସହ ଧସ୍ତାଧସ୍ତି ହୋଇ ଛାତରୁ ଖସି ପଡିଥିଲେ ନିକିତା’
କଟକ : ଓଡିଆ ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଜେରା ପରେ ସେ ହିଁ ନିକିତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି ।
କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା…