Latest Odisha News

BREAKING NEWS

ପିକନିକ ବସ-ହାଇୱା ମୁହାଁମୁହିଁ ଧକ୍କା, ୨ ମୃତ ଓ ୨୦ ଆହତ

କଟକ : କଟକ-ପାରଦୀପ ରାସ୍ତାରେ ଅନ୍ତର୍ଗତ ସାଲେପୁର ନିକଟସ୍ଥ କମରପଦା ଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଜଗତସିଂହପୁର ଅଭିମୁଖେ ଯାଉଥିବା ଏକ ପିକନିକ ବସର ହାଇୱା ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ…

‘ସିମ୍ବା’ରେ ଦେଖିବାକୁ ମିଳିଲା ରଣବୀର-ସାରାଙ୍କ କେମେଷ୍ଟ୍ରି

ମୁମ୍ବାଇ : ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ରୋହିତ ସେଟ୍ଟିଙ୍କ ସୁପର ଆକସନ୍-କମେଡି ଫିଲ୍ମ ‘ସିମ୍ବା’ । ଏହି ଫିଲ୍ମରେ ପ୍ରଥମଥର ପାଇଁ ରଣବୀର ସିଂହଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ଷ୍ଟାର କିଡ୍ସ ସାରା ଅଲ୍ଲୀ ଖାନ । ‘ସିମ୍ବା’ରେ ରଣବୀର ପୋଲିସ ଅଫିସର ଭୂମିକାରେ ନଜର…

ବୁମରାଙ୍କ ଘାତକ ବୋଲିଂରେ କଙ୍ଗାରୁ ଧରାଶାୟୀ, ଅଷ୍ଟ୍ରେଲିଆ ୧୫୧/୧୦

ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣଠାରେ ଚାଲିଥିବା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟମ୍ୟାଚର ୩ୟ ଦିବସରେ ଭାରତୀୟ ବୋଲର ଯଶପ୍ରିତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରିନ’ପାରି ଅଷ୍ଟ୍ରେଲିଆ ଦଳ ୧ମ ଇନିଂସରେ ମାତ୍ର ୧୫୧ ରନ କରି ଅଲଆଉଟ ହୋଇଛି । ଏହାଫଳରେ ୨୯୬ ରନର ପ୍ରଥମ ପାଳି…

ଫେବୃଆରୀରେ ପ୍ରକାଶ ପାଇବ କଂଗ୍ରେସର ନିର୍ବାଚନୀ ଇସ୍ତାହାର: ନିରଞ୍ଜନ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ଲାଗି ଫେବୃଆରୀ ମାସ ଶେଷ ଆଡ଼କୁ କଂଗେସ ପକ୍ଷରୁ ଇସ୍ତାହାର ପ୍ରକାଶ ପାଇବ । ରାଜ୍ୟ କଂଗ୍ରେସ ଭବନରେ ଗୁରୁବାର ଦିନ ପିସିସି ଇସ୍ତାହାର କମିଟିର ୨ୟ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,…

ପ୍ରସିଦ୍ଧ ସାହିତ୍ୟିକ ମନୋଜ ଦାସ ପାଇବେ ପ୍ରଥମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ପ୍ରସିଦ୍ଧ ଓଡ଼ିଆ ସାରସ୍ୱତ ସାଧକ ମନୋଜ ଦାସ ୨୦୧୯ ମସିହାର ୧ମ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସାହିତ୍ୟ କ୍ଷେତ୍ରରେ ତାଙ୍କର ସାମଗ୍ରିକ ଅବଦାନ ତଥା ଜୀବନବ୍ୟାପୀ ସାରସ୍ୱତ ସାଧନା ନିମେନ୍ତ ବିଶିଷ୍ଟ ଓଡ଼ିଆ ସାହିତ୍ୟ ସାଧକ ମନୋଜ…

ଓଡ଼ିଶାର ୨ଟି ଜିଲ୍ଲା ଦେଶର ସବୁଠୁ ଉନ୍ନତି କରିଥିବା ୫ଟି ଶ୍ରେଷ୍ଠ ଜିଲ୍ଲା ମଧ୍ୟରେ ସ୍ଥାନିତ

ଭୁବନେଶ୍ୱର : ଭାରତରେ ଦ୍ୱିତୀୟ ‘ଡ଼େଲଟା ର‌୍ୟାଙ୍କିଂ ଫର୍ ଆସ୍ପାରେସନାଲ ଡ଼ିଷ୍ଟ୍ରିକ୍ଟସ’ ନୀତି ଆୟାଗ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ଦେଶର ୫ଟି ଜିଲ୍ଲା ମଧ୍ୟରେ ଓଡିଶାର ୨ଟି ଜିଲ୍ଲା ସର୍ବୋକୃଷ୍ଟ ଉନ୍ନତି କରିଥିବା ୫ଟି ଜିଲ୍ଲା ମଧ୍ୟରେ ସ୍ଥାନ ପାଇଛି । ନୀତି ଆୟୋଗର ସିଇଓ…

ଚିଟଫଣ୍ଡ ସଂସ୍ଥା ଏମଡିଙ୍କୁ ମିଳିଲା ୫ବର୍ଷ ଜେଲ ଦଣ୍ଡାଦେଶ

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ଓପିଆଇଡି ଅଦାଲତ ଗୁରୁବାର ଦିନ ଏକ ଶୁଣାଣି କରି ‘ଏସଏସ ଡିପୋଜିଟର୍ସ’ର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ତିଆଡିଙ୍କୁ ଅର୍ଥ ହେରଫେର ଓ ଠକେଇ ଅଭିଯୋଗରେ ୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ଅଦାଲତ ତାଙ୍କ ଠାରୁ ୧୧.୫ ଲକ୍ଷ ଟଙ୍କା ଜୋରିମାନା ଆଦାୟ ନିର୍ଦ୍ଦେଶ…

କନ୍ଧମାଳରେ ହାତୀକୁ ଗୁଳି କରି ହତ୍ୟା

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଫରେଷ୍ଟ ଡିଭିଜନ ନିକଟସ୍ଥ ଗ୍ରାମରେ ଏକ ମାଈ ହାତୀକୁ କେହି ଶିକାରୀ ଗୁଳିକରି ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ହାତୀଟି ଜନବସତି ମୁହାଁ ହୋଇ ଗ୍ରାମ ଆଡକୁ ଆସି…

ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଯାଇଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ମରୁଡ଼ି ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ଅବଗତ କରାଯାଇଛି ବୋଲି ରାଜ୍ୟ ରାଜସ୍ୱ ମନ୍ତ୍ରୀ ଗୁରୁବାର ଦିନ କହିଛନ୍ତି । “ରାଜ୍ୟ ସରକାର, ଏକ ସ୍ମାରକ ଦ୍ୱାରା ଓଡ଼ିଶାର ୭୦ଟି ବ୍ଲକରେ ଉପୁଜିଥିବା ମରୁଡ଼ି ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହିତ…

ସୋଆରେ ୨୬ତମ ‘ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଠାରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…