ମାତିଲେ ଲୁଟେରା, ବାଲେଶ୍ୱର ଓ ଖୋର୍ଦ୍ଧାରେ ଦୋକାନ ଲୁଟିନେଲେ
ଖୋର୍ଦ୍ଧା/ବାଲେଶ୍ୱର : ରାଜ୍ୟରେ ଏବେ ଲୁଟେରା ଗ୍ୟାଙ୍ଗ ମାତିଥିବାବେଳେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାରେ ପୁଣି ଲୁଟ୍ ଭଳି ଘଟଣା ନଜରକୁ ଆସିଛି ।
ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଦୁବୃର୍ତ୍ତମାନେ ୨ଟି ଅପ୍ଟିକାଲ ଦୋକାନ, ଗୋଟିଏ ତେଜରାତି ଦୋକାନ, ସିଲେଇ ଦୋକାନ ଓ ଗୋଟିଏ…