କଟକରେ ସଲମାନ୍ ଖାନ୍ !
ଭୁବନେଶ୍ୱର: ଏହା ନିଶ୍ଚିତ ! କଟକ ବାରବାଟୀ ଷ୍ଟାଡ଼ିୟମରେ ବୁଧବାର ଦିନ ବିଶ୍ୱକପ ହକି ଉଦଘାଟନୀ ସମାରୋହରେ ଯୋଗ ଦେଉଥିବା କଥା ପକ୍କା କରିଛନ୍ତି ବଲିଉଡ଼ ସୁପରଷ୍ଟାର୍ ସଲମାନ୍ ଖାନ୍ ।
ସେ ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ବିଶ୍ୱକପ ହକିର କଟକ ବାରବାଟୀ ଷ୍ଟାଡ଼ିୟମରେ ହେଉଥିବା ଉଦଘାଟନୀ…