ଜଗଦୀଶ କଥା ସମ୍ମାନ ପାଇବେ ଡକ୍ଟର ଅଜୟ ସ୍ୱାଇଁ
ରାଜେନ୍ଦ୍ର କୁମାର ରାଉଳଙ୍କୁ ‘ଜଗଦୀଶ ଯୁବ ସମ୍ମାନ’
ଭୁବନେଶ୍ୱର, ୩୧/୧ : ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର୍ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ୍’ ତରଫରୁ ଚଳିତ ବର୍ଷର ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ ଏଥର…