Latest Odisha News

BREAKING NEWS

ଗଞ୍ଜାମ: ରାସ୍ତା କଡ଼ରୁ ବିବାହିତା ମହିଳାଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ନିକଟ ରାସ୍ତା କଡ଼ରୁ ଶୁକ୍ରବାର ସକାଳେ ମୁର୍ମୂଷୁ ଅବସ୍ଥାରେ ଜଣେ ବିବାହିତା ମହିଳାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଅଧିବାସୀ ଏହା ସକାଳେ ଦେଖିବାପରେ ସଙ୍ଗେସଙ୍ଗେ ତାଙ୍କୁ ଗୋନ୍ଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ତାଣ୍ଡବ ରଚିଲା ‘ଗାଜା’, ମୃତକଙ୍କ ପରିବାରକୁ ପଲାନୀସ୍ୱାମୀଙ୍କ ସହାୟତା ରାଶି ଘୋଷଣା

ଚେନ୍ନାଇ: ସାମୁଦ୍ରିକ ବାତ୍ୟା ‘ଗାଜା’ ତାମିଲନାଡୁରେ ତାଣ୍ଡବ ରଚିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ନାଗପାଟିନମ୍ରେ ସ୍ଥଳ ଭାଗ ଛୁଇଁଥିଲା । ଏଥିସହିତ ତାମିଲନାଡ଼ୁ, ପୁଡୁଚେରୀ ଏବଂ ନାଗପାଟିନମ୍ର ଭେଡାରନୟମ୍…

ନାଗରିକ ମଞ୍ଚ ପକ୍ଷରୁ ବେଲପାହାଡ ବନ୍ଦ ଡାକରା, ଜନଜୀବନ ବ୍ୟାହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଛଅ ଦଫା ଦାବି ନେଇ ବେଲପାହାଡ଼ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଦିନ ଜିଲ୍ଲା ପ୍ରଶାସନ ଓ ରେଳବିଭାଗ ମଧ୍ୟରେ ଏକ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲେ…

ଆରମ୍ଭ ହେଲା ବିଧାନସଭା ଶୀତକାଳୀନ ଅଧିବେଶନ, ଗୃହ ମୁଲତବୀ

ଭୁବନେଶ୍ୱର : ଓଡିଶା ବିଧାନସଭାରେ ଆଜି ଠାରୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନ ମାତ୍ର କିଛି ସମୟ ଚାଲିଲା ପରେ ବିରୋଧି ଓ ଶାସକ ଦଳ ମଧ୍ୟରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏହି ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ…

ସୁନ୍ଦରଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧୩ ଆହତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବ-ଡିଭିଜନ୍ ଅନ୍ତର୍ଗତ ଭାଲୁଡୁଙ୍ଗରୀ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ ମିନି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ଅନୁଯାୟୀ ପ୍ରାୟ ୩୦ ଜଣ ଯାତ୍ରୀ ଗୁରୁବାର ସନ୍ଧ୍ୟାରେ ବିର୍ସାମୁଣ୍ଡା ନିକଟସ୍ଥ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗୁରୁଣ୍ଡିଆ…

ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠୁଁ ଆରମ୍ଭ, ଶାସକ-ବିରୋଧୀ ମୁହାଁମୁହିଁ ହେବାକୁ ପ୍ରସ୍ତୁତ

ଭୁବନେଶ୍ୱର: ଆଜିଠୁଁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଆସନ୍ତା ଡ଼ିସେମ୍ବର ୧୫ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଶୀତ କାଳୀନ ଅଧିବେଶନରେ ଶାସକ ବିଜେଡ଼ି ଏବଂ ବିପକ୍ଷ ଦଳ କଂଗ୍ରେସ ଓ ବିଜେପି ବିଭିନ୍ନ ପ୍ରସଙ୍ଗରେ ମୁହାଁମୁହିଁ ହେବାର ସମ୍ଭାବନା ରହିଛି…

ମହିଳା ବିଶ୍ୱକପ ଟି-୨୦: ଆୟାର୍ଲାଣ୍ଡକୁ ପରାସ୍ତ କରି ଭାରତ ସେମିଫାଇନାଲରେ

ଜାମାଇକା: ଭାରତୀୟ ମହିଳା କ୍ରିକେଟ ଦଳ ବିଶ୍ୱକପ ଟି-୨୦ ସେମିଫାଇନାଲରେ ପହଞ୍ଚିଛି । ପ୍ରଥମ ୨ଟି ମ୍ୟାଚ ଜିତିବା ପରେ ଗୁରୁବାର ଦିନ ଆୟାର୍ଲାଣ୍ଡକୁ ୫୨ ରନରେ ପରାସ୍ତ କରି ଭାରତ ଲଗାତର ୩ୟ ବିଜୟ ହାସଲ କରିପାରିଛି । ଫଳରେ ଭାରତ ଅଷ୍ଟ୍ରେଲିଆ ଦଳ ପରେ ଗ୍ରୁପରୁ ୨ୟ ଦଳ ଭାବେ ସେମିଫାଇନାଲ୍…

ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ତାଳବଣିଆସ୍ଥିତ ଇନଡ଼ୋର ଷ୍ଟାଡ଼ିୟମ କଂପ୍ଲେକ୍ସରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଉତ୍ସବ ‘ଜାଗା ମିଶନ’ ଅବସରରେ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି । ଏହି…

ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ‘ଟ୍ରେନ-୧୮’

ଭୁବନେଶ୍ୱର : ଦେଶରେ ବୁଲେଟ୍ ଟ୍ରେନ ଆସିବା ପୂର୍ବରୁ ଯାତ୍ରୀମାନଙ୍କ ପାଇଁ ଆସିଯାଇଛି ଦେଶର ପ୍ରଥମ ସେମି ହାଇ-ସ୍ପିଡ଼ ଇଞ୍ଜିନ ବିହୀନ ଟ୍ରେନ । ଭାରତର ଏହି ପ୍ରଥମ ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଇଞ୍ଜିନ ବିହୀନ ଟ୍ରେନଟି ଗୁରୁବାର ଦିନ ଦିଲ୍ଲୀର ସଫଦରଜଂଗ ରେଲୱେ ଷ୍ଟେସନରେ…

‘ଓଡିଶା ମେଡ୍ ଏକ୍ସପୋ’ ନଭେମ୍ବର ୩୦ରୁ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର : ଓଡିଶା ମେଡ୍ ଏକ୍ସପୋ ନଭେମ୍ବର ୩୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରଦର୍ଶନୀରେ ପାଖାପାଖି ୧୨୦ଟି ଷ୍ଟଲ ପ୍ରଦର୍ଶିତ ହେବାକୁ ଯାଉଥିବା ସ୍ଥଳେ ଡିସେମ୍ବର ୨ ତାରିଖରେ ଉଦଯାପିତ ହେବ । ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ‘ଓଡିଶା ମେଡ୍…