୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ‘ମେକ ଇନ ଓଡିଶା କନକ୍ଲେଭ-୨୦୧୮’ର ଦ୍ୱିତୀୟ ସଂସ୍କରଣରେ ଶନିବାର ଦିନ ସଚିବାଳୟରେ ଭିଡିଓ କନଫରେନ୍ସି ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଶିଳ୍ପ ପ୍ରତିଷ୍ଠାନର ଭୂମିପୂଜା କରିଛନ୍ତି ।
ଏହି ୧୫ଟି ଶିଳ୍ପରେ ମୋଟ ୧୮୦୮ କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା…