Latest Odisha News

BREAKING NEWS

ରାଜ୍ୟ ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କ ଲାଗି କୃଷିଋଣ ଛାଡ କରିବାକୁ ବିଜେପିର ଦାବି

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ ସ୍ୱଳ୍ପ ବୃଷ୍ଟିପାତ ଏବଂ ଜଳ ସେଚନର ଅଭାବ ଯୋଗୁଁ ଫସଲ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଛି । ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କୌଣସି ପଦକ୍ଷପେ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ବିଜେପୁର…

U-୧୮ ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଓଡ଼ିଶାରେ ଆରମ୍ଭ, ଭାରତୀୟ ଦଳରେ ୫ ଓଡ଼ିଆ ଝିଅ

U-18 ଏସୀୟ ରଗବୀ ଚାମ୍ପିୟନ୍ସିପ୍ ଆଜିଠୁ ଓଡ଼ିଶାରେ ଆରମ୍ଭ, ଦଳରେ ୫ ଓଡ଼ିଆ ଝିଅ ଭୁବନେଶ୍ୱର: ଆଜିଠୁ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୧୨ଟି ଏସୀୟ ଦେଶକୁ ନେଇ ଆରମ୍ଭ ହେଉଛି U-୧୮ ଏସୀୟ ରଗବୀ ଚାମ୍ପିୟନସିପ । କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଏସୀୟ ଚାମ୍ପିୟନସିପରେ…

ସୁପ୍ରିମକୋର୍ଟଙ୍କ ବାଣଫୁଟା କଟକଣା ଅନୁଯାୟୀ ଦୀପାବଳି ପାଳିବାକୁ ଓଡିଶା ପୋଲିସର ସର୍କୁଲାର ଜାରି

ଭୁବନେଶ୍ୱର : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଶୁକ୍ରବାର ଦିନ ଓଡିଶା ପୋଲିସ ପକ୍ଷରୁ ଏକ ସର୍କୁଲାର ଜାରି ହୋଇଛି । ସୁପ୍ରିମକୋର୍ଟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଦୀପାବଳିରେ ସତର୍କତାକୁ ନେଇ ଚଳିତ ବର୍ଷ ଓଡିଶା ପୋଲିସ ପକ୍ଷରୁ ଏକ ସର୍କୁଲାର ଜାରି କରିଛନ୍ତି ।…

ସିବିଆଇ ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରି ରାହୁଲ ଗାନ୍ଧୀ ଗିରଫ

ନୂଆଦିଲ୍ଲୀ : ସିବିଆଇର ଅନ୍ତଃକନ୍ଦଳ ଦିନକୁ ଦିନ ବଢୁଥିବାବେଳେ ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ କର୍ମୀ ନୂଆଦିଲ୍ଲୀସ୍ଥିତ ସିବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରରେ ଥିବା ବିଜେପି ସରକାର ସିବିଆଇ…

ଭୁବନେଶ୍ୱର ସିବିଆଇ ଅଫିସ ଆଗରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ଏବଂ ତାଙ୍କ ସହଯୋଗୀ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଉପରେ ଦୁର୍ନୀତି ଆରୋପର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ହେଉଥିବା ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶା କଂଗ୍ରେସ ସାମିଲ ହୋଇଛି । ରାଜଧାନୀ…

ଅନୁଗୁଳ: ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜ ନିକଟସ୍ଥ କିଙ୍କିଳି ଗ୍ରାମରେ ଗୁରୁବାର ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇପଡିଛନ୍ତି । ଏଥିସହିତ ତାଳଚେର ଟିଟିପିଏସ ଆସ୍ ପଣ୍ଡ୍ ନିକଟରେ ପାଖାପାଖି ୨୨ଟି ହାତୀକୁ ଠାବ କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ହାତୀପଲ…

ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ: ବୁମରା ଓ ଭୁବନେଶ୍ୱର କୁମାର ଦଳରେ ସାମିଲ

ନୂଆଦିଲ୍ଲୀ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅବଶିଷ୍ଟ ୩ଟି ମ୍ୟାଚ ପାଇଁ ବିସିସିଆଇ ପକ୍ଷରୁ ଶୁକ୍ରବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି । ଦୁଇ ଦ୍ରୁତତମ ବୋଲର ଯସପ୍ରିତ ବୁମରା ଓ ଭୁବନେଶ୍ୱର କୁମାରଙ୍କୁ ଦଳରେ ସାମିଲ କରାଯାଇଛି । ବୁଧବାର ବିଶାଖାପାଟଣାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ…

ଓକିଲ ଆନ୍ଦୋଳନ ପ୍ରସଙ୍ଗ: ଆଜି ହାଇକୋର୍ଟ ବାର୍ ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ନେଇ ଆଜି ହାଇକୋର୍ଟ ବାର୍ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଗତ ୨ ମାସ ଧରି ଆଇନଜୀବୀମାନେ ଚଳାଇଥିବା ଏହି ଆନ୍ଦୋଳନର ଭବିଷ୍ୟତପନ୍ଥା କ’ଣ ହେବ ସେନେଇ ଆଜିର ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ଦଶହରା ଛୁଟି…

ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ କୋଣାର୍କ ବନ୍ଦ ଡାକରା

କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ଦିନ ଏକ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଦିଆଯାଇଥିବା ଏହି ୧୨ ଘଣ୍ଟିଆ ବନ୍ଦରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ…

ପୋଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ, ବନ୍ଧୁକ ଓ କାର ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡିରେ ପୋଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ଅଭିଯୁକ୍ତ ଦୁଇ ଅପରାଧି ହେଲେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ମନୋଜ ସାହୁ ଓ ଅନ୍ୟ ଜଣଙ୍କ ବିଶ୍ୱଜିତ ବାରିକ ଓରଫ୍ ମୁନା ଖୋର୍ଦ୍ଧା ଜିଲ୍ଲାର କାଇପଦର ଅଞ୍ଚଳର…