Latest Odisha News

BREAKING NEWS

ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ବିଶିଷ୍ଟ ଓଲିଉଡ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଶେଷକୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ମରଶରୀରର ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ କରାଯିବ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମରଶରୀର ନୂଆଦିଲ୍ଲୀରୁ ଅଣାଯାଇ ଆଇଆରସି ଭିଲେଜସ୍ଥିତ ବାସଭବନକୁ ଅଣାଯାଇଥିଲା । ଏହି…

୪୦ ବର୍ଷରେ ଧୁଆଁଧାର ଓପନର ବିରେନ୍ଦ୍ର ସେହେୱାଗ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗଙ୍କ ଆଜି ୪୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ବର୍ତ୍ତମାନ ସମୟରେ ସେହେୱାଗ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ବି ପ୍ରଶଂସକ ମାନେ ତାଙ୍କର ବିସ୍ଫୋରକ ବ୍ୟାଟିଂକୁ…

ଭୁବନେଶ୍ୱରରେ କାର-ବାଇକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ମୃତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠସ୍ଥ ଉତ୍ତରାଛକରେ ଶୁକ୍ରବାର ରାତିରେ ବାଇକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୬ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଉତ୍ତରାଛକ ନିକଟ ଗୁଡ଼ିଆପୋଖରୀ ରାସ୍ତାରେ ଓଆର.୦୨ ବିଏଲ. ୭୫୭୫ ନମ୍ବର କାର୍ ଏକ ବାଇକକୁ ପ୍ରଚଣ୍ଡ…

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ । ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ…

ଅମୃତସର: ରାବଣ ପୋଡ଼ି ଦେଖୁଥିଲା ବେଳେ ଟ୍ରେନ୍ ମାଡ଼ିଗଲା, ୫୦ ଜଣଙ୍କ ଶୋଚନୀୟ ମୃତ୍ୟୁ

ଅମୃତସର: ପଞ୍ଜାବର ଅମୃତସର ଠାରେ ରାମଲୀଳା ରାବଣ ପୋଡ଼ି ଚାଲିଥିବା ବେଳେ ସେଠାରେ ଉପସ୍ଥିତ ଦେଖଣାହାରୀଙ୍କ ଉପରେ ଟ୍ରେନ ମାଡ଼ି ଯିବାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି, ରାମଲୀଳା ଚାଲିଥିବା ବେଳେ ଅଧିକାଂଶ ଲୋକ ରେଲୱେ ଟ୍ରାକ୍ ଉପରେ ଛିଡ଼ା…

ପବିତ୍ର ବିଜୟାଦଶମୀରେ ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ପବିତ୍ର ବିଜୟାଦଶମୀ ତଥା ଦଶହରା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଗାଁରୁ ସହର ଯାଏଁ ସବୁଠି ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ପୂଜା ଆରାଧନାରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଅସତ୍ୟ ଉପରେ ସତ୍ୟର ବିଜୟ ପ୍ରତୀକ ହେଉଛି ବିଜୟାଦଶମୀ । ଏହାକୁ ନେଇ…

ଆରପାରିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଓ ପ୍ରଯୋଜକ ଅମୀୟ ପଟ୍ଟନାୟକ

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କର ଆଜି ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ଆଜି ସକାଳ ପାଖାପାଖି ୮ଟା ସମୟରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ମିଳିଛି । ଓଲିଉଡରେ ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ…

ଦୟାମୟୀ ମାଆ ଚର୍ଚ୍ଚିକା – ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ

ଓଡ଼ିଶାରେ ରହିଛି ଆଠଟି ପ୍ରସିଦ୍ଧ ଦେବୀପୀଠ, ସେଥିମଧ୍ୟରୁ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଚର୍ଚ୍ଚିକା ପୀଠ ଅନ୍ୟତମ । ମହାନଦୀ ମୁହାଣରେ ଥିବା ରୁଚିକା ପାହାଡ଼ରେ ଅବସ୍ଥିତ ମାଆ ଚର୍ଚ୍ଚିକାଙ୍କ ସୁଦୃଶ୍ୟ ମନ୍ଦିର । ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ବାଙ୍କିର ଏହି ଦେବୀପୀଠ ବେଶ୍…

ଓଡ଼ିଶା ମୁଖ୍ୟମନ୍ତ୍ରୀ ୧୦୦୦କୋଟି ଟଙ୍କା କେନ୍ଦ୍ରକୁ ଅନ୍ତରୀଣ ବାତ୍ୟା ସହାୟତା ଦେବାକୁ କହିଲେ

ଭୁବନେଶ୍ୱର: ତିତଲି ବାତ୍ୟାରେ ପ୍ରଭାବିତ ରିଲିଫ ଓ କ୍ଷୟକ୍ଷତି ସୁଧାରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ୧୦୦୦ କୋଟି ଟଙ୍କା କେନ୍ଦ୍ର ଅନ୍ତରୀଣ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି । ତିତିଲି ବାତ୍ୟା ପ୍ରଭାବରେ…

ବରିଷ୍ଠ କଂଗ୍ରେସ ନେତା ଏନ. ଡ଼ି. ତିୱାରୀଙ୍କ ୯୩ତମ ଜନ୍ମଦିବସରେ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଡ଼ି. ତିୱାରୀ ତାଙ୍କ ୯୩ତମ ଜନ୍ମଦିବସରେ ପ୍ରାଣତ୍ୟାଗ କରିଛନ୍ତି । ବରିଷ୍ଠ ନେତା ତିୱାରୀ ଗତ ଜୁଲାଇ ମାସରୁ ନୂଆଦିଲ୍ଲୀର ଏକ ଘରୋଇ ଡ଼ାକ୍ତରଖାନାରେ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇଆସୁଥିଲେ ।…