ଆଦର୍ଶ ବିଦ୍ୟାଳୟ ଢ଼ାଞ୍ଚାରେ ହେବ ଶିକ୍ଷାସହାୟକ ନିଯୁକ୍ତି !
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ନକଲି ଶିକ୍ଷକ ଧରାପଡୁଥିବା ବେଳେ ଏହାକୁ ରୋକିବା ଲାଗି ତପ୍ତରତା ଦେଖାଇଛି ଗଣଶିକ୍ଷା ବିଭାଗ।
ନକଲି ଶିକ୍ଷକଙ୍କ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଏବଂ ଭିତ୍ତିଭୂମିର ହ୍ରାସ ଘଟାଉଛି। ନିଯୁକ୍ତି ସମୟରେ ସାର୍ଟିଫିକେଟ୍ ଯାଞ୍ଚ କରାଯାଉଥିଲେ ମଧ୍ୟ ଜାଲ…