ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଲେ: ଜମ୍ମୁ ଓ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗି ସୁପାରିଶ
ଶ୍ରୀନଗର/ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାର ରାଜନୈତିକ ପରିସ୍ଥିତିରେ ଏବେ ଦ୍ରୁତ ପରିବର୍ତ୍ତନ ଦେଖାଯିବାରେ ଲାଗିଛି । ରମଜାନ ମାସ ଆରମ୍ଭରୁ ଜମ୍ମୁ ଓ କାଶ୍ମୀର ରାଜ୍ୟରେ ବିଶୃଙ୍ଖଳାକୁ ମୁକାବିଲା କରିବାକୁ ଆରମ୍ଭ କରିଥିଲେ ଉଭୟ କେନ୍ଦ୍ର ଓ କାଶ୍ମୀର ସରକାର । କିନ୍ତୁ ଜଟିଳ ପରିସ୍ଥିତି ଦେଇ…