ସାରା ରାଜ୍ୟରେ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଦିନିକିଆ ଧର୍ମଘଟ
ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବିଭିନ୍ନ ଦାବି ନେଇ ଆଜି ଅଟୋ ରିକ୍ସା ଚାଳକ ମହାସଂଘ ପକ୍ଷରୁ ୧୨ ଘଣ୍ଟିଆ ଧର୍ମଘଟ ଡ଼ାକରା ଦିଆଯାଇଛି । ଫଳରେ ସକାଳୁ ଶହ ଶହ ଅଟୋ ଓ ଟ୍ୟାକ୍ସି ଚାଳନା ବନ୍ଦ ହୋଇ ରାସ୍ତା କଡ଼ରେ ପଡ଼ିରହିଛି ।
ବିଭିନ୍ନ ଦାବି ପୂରଣ କରିବାକୁ ଅଟୋଚାଳକ ମହାସଂଘ ଏହି ବନ୍ଦ ଡ଼ାକରା…