Latest Odisha News

BREAKING NEWS

ବଡଗାମରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବଡଗାମ୍ ଜିଲ୍ଲାର ସୁସତୁ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଗୁଳିବିନିମୟ ବେଳେ ୪ ଯବାନ ଆହତ ହୋଇଥିବା ସୁତ୍ରରୁ ପ୍ରକାଶ ।…

ପଚଣ୍ଡ ଗ୍ରୀଷ୍ମପ୍ରବାହରେ ପୂର୍ବତଟ ରେଲୱେର ବ୍ୟାପକ ନିରାପତ୍ତା ବ୍ୟବସ୍ଥା

ଭୁବନେଶ୍ୱର: ଗ୍ରୀଷ୍ମ ଋତୁ ସମୟରେ ମାତ୍ରାଧିକ ଗରମ ରେ ଟ୍ରେନ ଗୁଡିକର ନିରାପତ୍ତା ସହିତ ରେଳଧାରଣର ରକ୍ଷଣାବେକ୍ଷଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବିଭିନ୍ନ ପ୍ରକାର ନିବାରକ କାର‌୍ୟ୍ୟ ହାତକୁ ନିଆଯାଇଅଛି । ଅସହ୍ୟ ଗରମ…

ବିଜେଡ଼ି ଛାଡ଼ିଲେ ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା

ଭୁବନେଶ୍ୱର: ବରିଷ୍ଠ ବିଜେଡ଼ି ନେତା ତଥା ଯାଜପୁର ଆସନରୁ ୨ଥର ସାଂସଦ ଥିବା ମୋହନ ଜେନା ବିଜେଡ଼ିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ମୋହନ ଜେନା କହଛନ୍ତି, ସେ ତାଙ୍କର ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ରଞ୍ଜୀବ ବିଶ୍ୱାଳ ନିଯୁକ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଜାତୀୟ ମୁଖପାତ୍ର ଭାବେ ଭାବେ ନିଯୁକ୍ତ ହୋଇଛନ୍ତି । ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଦିନ ନୂଆଦିଲ୍ଲୀଠାରେ ଏହି ନୂତନ ପଦବୀରେ ରଞ୍ଜୀବଙ୍କୁ ନିଯୁକ୍ତ କରିଛନ୍ତି । ଶ୍ରୀ ବିଶ୍ୱାଳ…

ଆଗାମୀ ୫ ଦିନ ଯାଏଁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ଓ ସାମାନ୍ୟ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ଠାରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ସାମାନ୍ୟ ବର୍ଷା ଲାଗିରହିବାର ସତର୍କ ସୂଚନା ପ୍ରଦାନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସଦ୍ୟତମ ସୂଚନାନୁଯାୟୀ, ଗୁରୁବାର ଦିନ ମୟୁରଭଞ୍ଜ, ବାଲେଶ୍ୱର,…

ନବୀନ-ବୈଜୟନ୍ତଙ୍କ ବାକଯୁଦ୍ଧରେ ସରଗରମ ହେଲା ନିର୍ବାଚନୀ ମାହୋଲ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏବଂ ପୂର୍ବତନ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବାକ୍ୟଯୁଦ୍ଧରେ ଓଡ଼ିଶା ରାଜନୀତିର ପାଣିପାଗକୁ କ୍ରମେ ସରଗରମ କରିଛି । ନିର୍ବାଚନ ଯେତିକି ପାଖେଇ…

ବଲିଉଡ଼ରେ ଇତିହାସ ରଚିଲା ଅକ୍ଷୟ କୁମାରଙ୍କ ‘କେଶରୀ’…

ମୁମ୍ବାଇ : ଖିଲାଡି କୁମାର ଅକ୍ଷୟଙ୍କ ଅଭିନୀତ ‘କେଶରୀ’ ବକ୍ସ ଅଫିସରେ ଧମାଲ ମଚାଇବା ସହ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଚଳିତ ବର୍ଷର ସିନେମା ଗୁଡିକ ମଧ୍ୟରେ ଏହି ଫିଲ୍ମ ମାତ୍ର ୭ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିପାରିଛି । ଐତିହାସିକ ଫିଲ୍ମ ‘କେଶରୀ’ ମାର୍ଚ୍ଚ ୨୧…

ପୂର୍ବତଟ ରେଲୱେ କର୍ମଚାରୀଙ୍କ ପିଲାମାନେ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରାରେ ହାଇଦ୍ରାବାଦ ଗଲେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି । ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି ଓ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ…

ନିର୍ବାଚନ ପ୍ରଚାରରେ ଓହ୍ଲାଇବାକୁ ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର କରିବା ଲାଗି ବିଜେପି ନିଜକୁ ଏକପ୍ରକାର ପ୍ରସ୍ତୁତ କରିସାରିଛି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ଲାଗି ରାଜ୍ୟ କାର୍ଯ୍ୟାଳୟରେ ୧ମ ଓ ୨ୟ ପର୍ଯ୍ୟାୟ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି । ରାଜ୍ୟ…

ଓଡ଼ିଶାର ୨ୟ ପର୍ଯ୍ୟାୟ ଭୋଟ ରଣାଙ୍ଗନରେ ୨୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ

ଭୁବନେଶ୍ୱର : ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଓଡିଶାର ୨ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମୋଟ୍ ୨୯୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ କହିଛନ୍ତି, ୨ୟ ପର୍ଯ୍ୟାୟ…