ଆଜି ବିଧାନସଭାରେ ହେବ ରାଜ୍ୟ ବଜେଟ ଉପସ୍ଥାପନ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ ଉପସ୍ଥାପନ ହେଉଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଆଜି ଏହି ଆର୍ଥିକ ବଜେଟ ଗୃହରେ ଉପସ୍ଥାପନ କରିବେ ।
ରାଜ୍ୟ ମନ୍ତ୍ରୀମଣ୍ଡଳସ୍ତରୀୟ ବୈଠକ ଫେବୃଆରୀ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା, ଏହି…