ଚିଟଫଣ୍ଡ ସ୍କାମ୍: ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି
କଟକ : ବିଜେଡିର ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ଓଡିଶା ହାଇକୋର୍ଟ ମଙ୍ଗଳବାର ଦିନ ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି ।
ଏହି ମାମଲାରେ ପୂର୍ବରୁ ୨୦୧୭ ମସିହାରେ ଅଦାଲତ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ।
ସିସୋର୍ ଚିଟଫଣ୍ଡ ମାମଲାରେ…