Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା ରେଜଲ୍ଟ: ୧୦୦ % ମାର୍କ ରଖି ଓଡ଼ିଶାର ସମ୍ବିତ ବେହେରା ଶୀର୍ଷରେ

ଭୁବନେଶ୍ୱର: ସର୍ବଭାରତୀୟ ଜେଇଇ ମେନ ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଓଡ଼ିଆ ଛାତ୍ର ସମ୍ବିତ ବେହେରା ଦେଶର ଶୀର୍ଷରେ ଥିବା ୧୪ ଜଣଙ୍କ ସହିତ ୧୦୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବାର ଗୌରବ ଅର୍ଜନ କରିଛନ୍ତି । ଓଡ଼ିଆ ଛାତ୍ର ସମ୍ବିତ ବେହେରା ସର୍ବଭାରତୀୟ ଜେଇଇ ମେନ…

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଗୌରୀ ନଗର ୫ନଂ ଲେନରେ  ଘର ମଧ୍ୟରୁ ରବିବାର ଦିନ ସକାଳୁ ଲିଙ୍ଗରାଜ ପୋଲିସ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି । ପ୍ରାଥମିକ ତଦନ୍ତ ପରେ ମୃତକ ମହିଳାଙ୍କ ନାମ ଅଳକା ବୋଲି ଜଣାପଡିଥିବା ବେଳେ ସେ ଉକ୍ତ ଭଡା ଘରେ ଅନିତା ନାମ୍ନୀ ଅନ୍ୟ…

ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ଦଳରେ ଏବେ ଗୋଟିଏ ପକ୍ଷରେ ବରିଷ୍ଠ ନେତା ମାନେ ଦଳ ପରିତ୍ୟାଗ କରୁଥିବା ବେଳେ ଅନ୍ୟ ପଟରେ ଦଳୀୟ ହାଇକମାଣ୍ଡ ଦଳ ବଞ୍ଚାଇବାକୁ ବରିଷ୍ଠ ନେତାମାନଙ୍କୁ ଦଳରୁ ବହିଷ୍କୃତ କରିବାରେ ଲାଗିଛନ୍ତି । କଂଗ୍ରେସ ନେତା ତଥା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ପରେ…

ଟିକେ ଦେଖନ୍ତୁ: ଭାଇରାଲ୍ ଓଡ଼ିଆ ର‌୍ୟାପ୍ ‘ଆପଣମାନେ ଖୁସି ତ ?’

ଭୁବନେଶ୍ୱର: ‘ଆପଣ ମାନେ ଖୁସି ତ?’ ଏହି ବାକ୍ୟଟି ସହିତ ପ୍ରାୟ ସମସ୍ତ ଓଡ଼ିଆମାନେ ପରିଚିତ ଥିବେ, ମାତ୍ର ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧିକୁ ପ୍ରଶଂସା କରି ର‌୍ୟପ୍ ମାଧ୍ୟମରେ ସ୍ୱର ଦେଇ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି…

ରାଜଧାନୀରେ ନକଲି ଚା’ ବିକ୍ରି କରିବା ଅଭିଯୋଗରେ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଶନିବାର ଦିନ ‘ଟାଟା ଟି ପ୍ରିମିୟମ’ ନାମରେ ନକଲି ଚା’ ପ୍ୟାକେଜିଂ କରିବା ସହିତ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି । ମିଳିଥିବା ସୂଚନାନୁଯାୟୀ, ଟାଙ୍ଗୀ ଅଞ୍ଚଳର କନ୍ଦ ଦାସ (୩୨) ନାମକ ଜଣେ ବ୍ୟକ୍ତି ‘ଟାଟା ଟି…

ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ପକ୍ଷରୁ ଶନିବାର ଦିନ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ପରୀକ୍ଷାର୍ଥୀମାନେ ଜେଇଇ ମେନ୍ – ୨୦୧୯ ପରୀକ୍ଷା ଫଳ ସ୍କୋର ଜାଣିବାକୁ ଚାହିଁଲେ  www.jeemain.nic.in ୱେବସାଇଟରେ ସେମାନଙ୍କର ଆବେଦନ ନଂ ଏବଂ ଜନ୍ମ ଦିବସ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

କଟକ : ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଗ୍ରହଣ କରିବ ବୋଲି ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛି । ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ଅଧ୍ୟକ୍ଷା ଡଃ ଜହାନା ଆରା ବେଗମ୍ ମଙ୍ଗଳାବାଗ ଥାନାରେ ଏତଲା ଦାୟର କରିବାର ଗୋଟିଏ ଦିନ ପରେ କ୍ରାଇମବ୍ରାଞ୍ଚ…

ମୋଦୀଙ୍କୁ ରୋକିବା ଲାଗି କୋଲକାତାରେ ବିରୋଧୀଙ୍କ ମହାମେଳି; ଜାଣନ୍ତୁ, କିଏ କ’ଣ କହିଲେ

କୋଲକାତା: ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ସରକାରକୁ କ୍ଷମତାଠୁ ଦୂରେଇ ରଖିବାକୁ ବିରୋଧୀ ଦଳମାନେ ଏକଜୁଟ ହୋଇ ବର୍ତ୍ତମାନର ମୋଦୀ ସରକାର ବିରୋଧରେ ଏକ ବିଶାଳ ର‌୍ୟାଲିରେ ଗର୍ଜନ କରିଛନ୍ତି । କୋଲକାତାର ବ୍ରିଗେଡ଼ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ର‌୍ୟାଲିଟିକୁ…

ପୁରୀ: ଟ୍ରେନ ଅତିକ୍ରମ ବେଳେ ରେଳ ଫାଟକ ଖୋଲାଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର : ପୁରୀ ଜିଲ୍ଲା ମାଟିଆପଡା ଛକ ନିକଟସ୍ଥ ଟ୍ରେନ ଅତିକ୍ରମ କରୁଥିବା ବେଳେ ଲେବଲ କ୍ରସିଂ ଫାଟକ ପଡିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଶନିବାର ଦିନ ସକାଳ ପ୍ରାୟ ୭ଟା ୨୫ମି. ପୁରୀ-ହଟିଆ ତପସ୍ୱିନୀ ଏକ୍ସପ୍ରେସ ସେହି ବାଟ ଦେଇ ଅତିକ୍ରମ କରିଥିଲା । ତେବେ ଷ୍ଟେସନ ମାଷ୍ଟର…

ଓଡିଆ ଫିଲ୍ମ ‘ନିମକି’ର ପ୍ରିମିୟରରେ ଯୋଗଦେବେ ଜୟା ବଚ୍ଚନ

ଭୁବନେଶ୍ୱର : ଓଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଆଗାମୀ ସିନେମା ‘ନିମକି-ନିମପୁରରୁ ନବୀନ ନିବାସ’ର ପ୍ରିମିୟର ଶୋରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ ।…