Latest Odisha News

BREAKING NEWS

ଆଜି ଭାରତ-ଅଷ୍ଟ୍ରେଲିଆ ଟି-୨୦ ଟକ୍କର, ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ସିଡନୀ : ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ବ୍ରିସବେନର ଗାବା ଷ୍ଟାଡିୟମରେ ଆଜିର ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ପ୍ରଥମ ମ୍ୟାଚରୁ ହିଁ ବିଦେଶ ମାଟିରେ ଘରୋଇ ଦଳକୁ ଚିତ୍ କରିବା ଲକ୍ଷ୍ୟନେଇ…

ମହାନଦୀ ପୋଲ ବସ୍ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୨ଲକ୍ଷ ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି…

କଟକ: କଟକ ମହାନଦୀ ପୋଲ ଉପରେ ତାଳଚେରରୁ ଭୁବନେଶ୍ୱର ଆସୁଥିବା ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିବା ଫଳରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ରାଜ୍ୟର…

କଟକରେ ମର୍ମନ୍ତୁଦ ଦୁର୍ଘଟଣା: ମହାନଦୀ ପୋଲ ତଳକୁ ଖସି ପଡ଼ିଲା ବସ, ୧୦ ଜଣଙ୍କ ମୃତ୍ୟୁ

କଟକ: କଟକ ମହାନଦୀ ପୋଲ ତଳକୁ ଖସି ପଡ଼ିଛି ଏକ ଯାତ୍ରୀବାହୀ ବସ । ଏହି ବଡ଼ ଧରଣର ବସ୍ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂତ୍ରରୁ ସୂଚନା ମିଳିଛି, ଏକ ଘରୋଇ ବସ୍ ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ କଟକ ମହାନଦୀ…

ମୁଖ୍ୟମନ୍ତ୍ରୀ ଆଣିଲେ ବଡ ପ୍ରସ୍ତାବ, ବିଧାନସଭାରେ ରହିବେ ୩୩% ମହିଳା !

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ନେଇ ଏକ ବଡ ପ୍ରସ୍ତାବ ଆଣିଛନ୍ତି । ଓଡିଶା ବିଧାନସଭାରେ ୩୩% ମହିଳା ସଦସ୍ୟ ରହିବେ । ଏନେଇ ମୁଖ୍ୟମନ୍ତ୍ରୀ ମହିଳାଙ୍କ ଲାଗି ବିଧାନସଭାରେ ଏକତୃତୀୟାଂଶ ଆସନ ସଂରକ୍ଷଣ ରହିବା ନେଇ…

ହକି ବିଶ୍ୱକପ: ଓଡିଶା ପୋଲିସ ନେଲେ ‘କମ୍ୟୁନିକେସନ ସ୍କିଲ’ ଟ୍ରେନିଂ

ଭୁବନେଶ୍ୱର : ପୁରୁଷ ହକି ବିଶ୍ୱକପକୁ ଆଉ ମାତ୍ର କିଛିଦିନ ଥିବାବେଳେ ସମସ୍ତ ପରିଦର୍ଶକ ଓ ଅତିଥିମାନଙ୍କ ସୁରକ୍ଷା ତଥା ଆତିଥ୍ୟତାକୁ ନେଇ କର୍ତ୍ତୃପକ୍ଷ ବ୍ୟାପକ ପ୍ରଚେଷ୍ଟା ଜାରି ରଖିଛନ୍ତି । ପାଖାପାଖି ୨୪୦ ପୋଲିସ ଅଧିକାରୀ (ପିଏସଓ) ମାନଙ୍କୁ ଫ୍ରାଙ୍କଲିନ୍ ଏକାଡେମୀ ପକ୍ଷରୁ ସଫ୍ଟ…

ଋଣବୋଝ କାରଣରୁ ଓଡ଼ିଶାରେ ଚାଷୀ ଆତ୍ମହତ୍ୟା ହୋଇନାହିଁ: ମହାରଥୀ

ଭୁବନେଶ୍ୱର: ଓଡ଼ିଶାରେ ଋଣଗ୍ରସ୍ତ ଯୋଗୁଁ କୌଣସି ଚାଷୀ ଆତ୍ମହତ୍ୟା ହୋଇନାହିଁ ବୋଲି ମଙ୍ଗଳବାର ଦିନ ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । “ ଓଡ଼ିଶାରେ ୨୦୧୩-୧୪ରୁ ୨୦୧୭-୧୮ ମସିହା ମଧ୍ୟରେ ସମୂଦାୟ ୨୨୭ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ତେବେ ଋଣଗ୍ରସ୍ତ ଯୋଗୁଁ ସେମାନେ ଏପରି…

କେଜ୍ରିୱାଲଙ୍କୁ ଆକ୍ରମଣ, ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିିୱାଲଙ୍କ ଉପରେ ମଙ୍ଗଳବାର କେହି ଦୁବୃର୍ତ୍ତ ଲଙ୍କାଗୁଣ୍ଡ ପକାଇ ଆକ୍ରମଣ କରିବା ଘଟଣା ନଜରକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ଦିଲ୍ଲୀ ସଚିବାଳୟରେ ଆଜି ଅପରାହ୍ନରେ ଜଣେ ଯୁବକ ତାଙ୍କ ଆଖିଲେ…

ମୟୁରଭଞ୍ଜ: ଗୁଳିମାଡରେ ଶିକାରୀ ଆହତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଅଡାପାଇ ଜଙ୍ଗଲରେ ହୋଇଥିବା ଏକ ଗୁଳି କାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛିି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକଙ୍କ ଦେହରେ ଭୁଲ ବଶତଃ ଏକ ଶିକାରୀ ଗୁଳି ବାଜି ଯାଇଥିବା ନେଇ ଅନୁମାନ…

ଆଗାମୀ ୨୦୧୯ ନିର୍ବାଚନ ଲଢିବି ନାହିଁ: ସୁଷମା ସ୍ୱରାଜ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜ୨୦୧୯ ସାଧାରଣ ନିର୍ବାଚନ ଲଢିବେ ନାହିଁ ବୋଲି ମଙ୍ଗଳବାର ଦିନ ଘୋଷଣା କରିଛନ୍ତି । ବିଜେପିର ଏହି ବରିଷ୍ଠ ନେତ୍ରୀ ତଥା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇନ୍ଦୋର ଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ମିଳିଥିବା ସୂଚନା…

ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ହୋଇଛି ଗୁପ୍ତ ବୁଝାମଣା: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଶାସକ ବିଜେଡ଼ି ଓ ବିରୋଧୀ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଛି ଯାହାର ଫଳସ୍ୱରୂପ କଂଗ୍ରେସ ଢାଲ ସଦୃଶ କାର୍ଯ୍ୟ କରୁଛି ବୋଲି ଓଡ଼ିଶା ବିଜେପି ପକ୍ଷରୁ ମଙ୍ଗଳବାର ଦିନ ଅଭିଯୋଗ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନାଦେଇ ବିଜେପି ବିଧାୟକ…