ପାତାଳୀ ଶ୍ରୀକ୍ଷେତ୍ର ଗୁମ୍ପାକୁ ରୋପ୍ ୱେ: ଯେଉଁଠି ୧୪୪ ବର୍ଷ ଧରି ଲୁଚି ରହିଥିଲେ ଶ୍ରୀଜଗନ୍ନାଥଙ୍କ ବିଗ୍ରହ
ସମ୍ବଲପୁର: ସୋନପୁର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳୀ ଶ୍ରୀକ୍ଷେତ୍ରରେ ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ (ଓସିସି) ପକ୍ଷରୁ ରୋପ୍ ୱେ ଯୋଜନା କାର୍ଯ୍ୟକାରୀ କରିବାକୁ ଏକ ଟେଣ୍ଡର ବିଜ୍ଞପ୍ତି ଜାରି କରାଯିବାର ସୂଚନା ମିଳିଛି ।
ଏହି ଚାରିଟିକିଆ ଟ୍ରଲି ରୋପ୍ ୱେ ଯୋଜନାରେ…