Latest Odisha News

BREAKING NEWS

୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା: ୪ର୍ଥ ଦିନରେ ଜୁଡୋ ଓ ତାଇକୋଣ୍ଡୋ ପ୍ରତିଦ୍ୱନ୍ଦିତା

କଟକ : କଟକ ଠାରେ ଚାଲିଥିବା ୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାର ୪ର୍ଥ ଦିନର ଜୁଡୋ ଓ ତାଇକୋଣ୍ଡୋ ବିଭାଗରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାର ଫଳାଫଳ ନିର୍ଣ୍ଣାୟକ ହୋଇଛି । ଆଜିର ଏହି ପ୍ରତିଯୋଗିତାରେ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା…

ଉଦଘାଟନୀ ଉତ୍ସବର ‘ଅନଲାଇନ ଟିକଟ ବିକ୍ରି’ ନଭେମ୍ବର ୨୦ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮ର ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି । ଏହି ଅନଲାଇନ ଟିକଟ ବିକ୍ରି ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଏହି…

ପ୍ରଥମ ‘ଜିଏସଟି କାଲକୁଲେଟର’ ଏବେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ପ୍ରଥମ 'ଜିଏସଟି କାଲକୁଲେଟର' । ଦୋକାନୀ ଏବଂ ବ୍ୟବସାୟୀଙ୍କ ମାନୁଆଲ ଇନଭଏସିଂ କରିବାର ଏକମାତ୍ର ସମାଧାନ ରୂପେ ସହାୟକ ହେବ । ବିଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଦ୍ରବ୍ୟ ଓ ସେବା କର(ଜିଏସଟି) ହିସାବ ପାଇଁ ଲୋକମାନେ ଅଳ୍ପବହୁତ ଅସୁବିଧାର…

ଢେଙ୍କାନାଳ ଝିଙ୍କିରିଗଡ଼ି ଜଙ୍ଗଲରେ ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ୍ଡା ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ହେଉଥିବା ମୂଲ୍ୟବାନ ଗଛକଟାକୁ ତୁରନ୍ତ ବନ୍ଦ କରିବାକୁ ରବିବାର ଦିନ ବିଭାଗୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ବଡ଼ଗେଶ୍ୱର ମନ୍ଦିର

ଗୋଟିଏ ଦିନ ସକାଳ ବେଳା ଦୁଇଟି ମନ୍ଦିର ଦେଖିବାର ସୌଭାଗ୍ୟ ବହୁତ କମ୍‌ ଲୋକଙ୍କୁ ମିଳେ। ମୋତେ କିନ୍ତୁ ଗୋଅାରେ ମିଳୁଥିଲା । ଶ୍ରୀ ସପ୍ତ କୋଟେଶ୍ୱରଙ୍କୁ ଦର୍ଶନ କରିବା ପରେ ଅାମେ ବାହାରିଥିଲୁ ଅାଉ ଏକ ମନ୍ଦିର ଅଭିମୁଖେ। ହେଲେ ସକାଳୁ କିଛି ଖାଇନଥିବାରୁ ଅାମେ ରାସ୍ତାରେ ରହିଲୁ ଏକ…

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି

ଅଭିଜିତ ଆୟାର ମିତ୍ରଙ୍କୁ କ୍ଷମା କରିଦେଲେ ଓଡ଼ିଶା ବିଧାନସଭା ଗୃହକମିଟି ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥ, ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର, ଓଡ଼ିଶା ରାଜ୍ୟ, ଓଡ଼ିଶାର ବିଧାୟକ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ସାମ୍ବାଦିକଙ୍କୁ ନେଇ ସୋସିଆଲ୍ ମିଡ଼ିଆରେ ଅଶାଳୀନ ମନ୍ତବ୍ୟ…

ବିଧାନସଭା: ଜଙ୍ଗଲରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ଲାଗି ଗଛକଟାକୁ ନେଇ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ବଳରାମପୁର ଗ୍ରାମର ଝିଙ୍କରଗଡ଼ି ଜଙ୍ଗଲରେ ପ୍ରସ୍ତାବିତ ବିୟର ଫ୍ୟାକ୍ଟ୍ରି ନିର୍ମାଣ ପାଇଁ ମୂଲ୍ୟବାନ ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ ସତ୍ତେ୍ୱ ପୋଲିସ ଶନିବାର ଦିନ ବିଜେପି ବିଧାନସଭାରେ ବିରୋଧ କରିଛି । ବିଧାନସଭାରେ ଏହି ପ୍ରସଙ୍ଗକୁ ଉଠାଇ ବିଜେପି…

ବିଶିଷ୍ଟ ମର୍ଦ୍ଦଳ ବିଶାରଦ ଗୁରୁ ବନମାଳୀ ମହାରଣାଙ୍କ ପରଲୋକ

ଭୁବନେଶ୍ୱର : ବିଖ୍ୟାତ ମର୍ଦ୍ଦଳ ବାଦକ ଗୁରୁ ବନମାଳୀ ମହାରଣାଙ୍କ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଦେହାନ୍ତ ହୋଇଛି । ସେ ଦୀର୍ଘ ଦିନ ଧରି ଫୁସଫୁସ୍ ଜନିତ ରୋଗରେ ଆକ୍ରାନ୍ତ ଥିଲେ ଏବଂ ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ମୃତ ଦେହକୁ…

ବୀର କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଦେହାନ୍ତ, ଯାହାଙ୍କୁ ନେଇ ନିର୍ମିତ ହୋଇଥିଲା ‘ବର୍ଡର’

ନୁଆଦିଲ୍ଲୀ : ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ମହାନାୟକ ତଥା ‘ବର୍ଡର୍’ ଫିଲ୍ମରେ ସନ୍ନି ଦେଓଲ ଯେଉଁ ଭୂମିକାରେ ନଜର ଆସିଥିଲେ, ସେହି ମେଜର୍ କୁଲଦୀପ ସିଂହ ଚାନ୍ଦପୁରୀଙ୍କ ଶନିବାର ଦିନ ୭୭ ବର୍ଷ ବୟସରେ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ୧୯୭୧…

ସାବରିମାଲା ବିବାଦ ପ୍ରସଙ୍ଗ: ଖୋଲିଲା ମନ୍ଦିର, ବଢିଲା ଉତ୍ତେଜନା

କେରଳ : ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏହି ମନ୍ଦିର ଖୋଲିବାର ଦିନକପରେ ଉତ୍ତେଜନା ବଢୁଥିବା ବେଳେ ସାବରିମାଲା କର୍ମ ସମିତି ପକ୍ଷରୁ ଆଜି କେରଳରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ହିନ୍ଦୁ ଏକ୍ୟା…