ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ନବୀନଙ୍କୁ ମନେଇବାକୁ ବହୁ ବରିଷ୍ଠ ନେତାଙ୍କ ଗହଳି
ଭୁବନେଶ୍ୱର : ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ । ସଂସଦରେ ଅନାସ୍ଥା ପ୍ରସ୍ତାବରେ ସଂସଦର ଆସ୍ଥା ଭାଜନ ହେଲା ଶାସକ ଏନଡ଼ିଏ । କିନ୍ତୁ କିଛିଦିନ ଧରି ଜାତୀୟ ରାଜନୀତିରେ ହଟଚମଟ ଲାଗି ରହିଥିଲା । ସେହିପରି ୯ ତାରିଖରେ ରାଜ୍ୟସଭାରେ ଅନୁଷ୍ଠିତ ହେବାକୁ ଯାଉଛି ଉପାଧ୍ୟକ୍ଷ ନିର୍ବାଚନ…