ଆଜି ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ ମ୍ୟାଚ
ଥିରୁବନନ୍ତପୁରମ୍ : ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଥିରୁବନନ୍ତପୁରମ୍ ସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଏହି ମ୍ୟାଚ ଦୁଇ ଦଳ ମଧ୍ୟରେ କଡ୍ଡା ମୁକାବିଲାର ସମ୍ଭାବନା ରହିଛି ।
ଏବେସୁଦ୍ଧା ୪ଟି ମ୍ୟାଚ ଖେଳାଯାଇଥିବା ବେଳେ ୨-୧ରେ ଲିଡ୍…