ଧରାଦେଉନି ସୁନ୍ଦରୀ ବାଘୁଣୀ, ବନବିଭାଗର ଅକ୍ଳାନ୍ତ ଉଦ୍ୟମ ଜାରି
ଅନୁଗୁଳ/ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଗତ କିଛିଦିନ ଧରି ଛତିଶଗଡ଼ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ବନବିଭାଗ ସମେତ ବିଶେଷଜ୍ଞ ଦଳକୁ ସହଜରେ ଧରାଦେଉନି । ରାଜ୍ୟ ସରକାରଙ୍କ ବନ ବିଭାଗ ସମେତ ସୁନ୍ଦରୀକୁ କାବୁ କରିବାକୁ ଆସିଥିବା ବିଶେଷଜ୍ଞ ଦଳର ଦିନରାତି ଅକ୍ଳାନ୍ତ ପରିଶ୍ରମ…