ରାୟବରେଲୀରେ ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାୟବରେଲିରେ ‘ନିୟୁ ଫରକ୍କା ଏକ୍ସପ୍ରେସ’ର ୬ଟି ବଗି ଲାଇନଚ୍ୟୁତ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ଅନୁଯାୟୀ ହରଚାନ୍ଦପୁର ରେଳବାଇ ଷ୍ଟେସନ ଠାରୁ ପ୍ରାୟ ୫୦ମି. ଦୂରରେ କୌଣସି କାରଣବଶତଃ ଏହି ଟ୍ରେନର ଇଞ୍ଜିନ ସମେତ ୫ଟି ବଗି ଲାଇନଚ୍ୟୁତ ହୋଇପଡିବାରୁ…