Latest Odisha News

BREAKING NEWS

ତାଳଚେର ପ୍ଲାଣ୍ଟର ୫୦ ପ୍ରତିଶତ ୟୁରିଆ ଓଡ଼ିଶାକୁ ଆବଣ୍ଟନ ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କଲେ

ତାଳଚେର: ତାଳଚେରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଭାରତର ପ୍ରଥମ କୋଇଲା ଗ୍ୟାସୀଫିକେସନ ଉପରେ ଆଧାରିତ ସାର କାରଖାନା ଓଡ଼ିଶାର ଏକ ବହୁ ଦିନର ଦାବି ଥିଲା ଏବଂ ଯେଉଁଦିନ ଏହି କାରଖାନାରୁ ଉତ୍ପାଦନ ଆରମ୍ଭ ହେବ ସେହିଦିନ ଓଡ଼ିଶାର ଏକ ବଡ଼ ସ୍ୱପ୍ନ ପୂରଣ…

ଇରାନ: ସେନାର ପରେଡ ଉପରେ ଆତଙ୍କୀ ଆକ୍ରମଣ

ଇରାନ : ଇରାନରେ ସେନାର ପରେଡ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ସେନାର ୨୪ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୫୩ ରୁ ଅଧିକ ଜଣ ଆହତ ହୋଇଥିବା ନେଇ ଜଣାପଡିଛି । ସୂଚନା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ଇରାନର ଏକ ସହରରେ ସେନା ପରେଡ ଚାଲିଥିବାବେଳେ ଆତଙ୍କବାଦୀମାନେ ହଠାତ…

ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଳଚେର ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ଏଥିସହିତ ତାଳଚେରରେ ଏହି ସାର କାରଖାନା ପ୍ରକଳ୍ପ ନିର୍ମାଣ ହେବାରେ ଆନନ୍ଦ ପ୍ରକାଶ କରି ମୋଦି କହିଛନ୍ତି ଯେ “ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଧାପନ୍ତରିଆ ଭାବେ…

ଶିମଲା: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ମୃତ, ଦୁଇ ଗୁରୁତର

ଶିମଲା : ହିମାଚଳ ପ୍ରଦେଶ ଅନ୍ତର୍ଗତ ଶିମଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଜୁବଲର କୁଡୁ ଅଞ୍ଚଳରେ ଏକ ଜିପ୍ କୌଣସିବଶତଃ ଭାରସାମ୍ୟ ହରାଇ ଏକ ଖାଇକୁ ଖସିପଡିଛି । ଅନ୍ୟପକ୍ଷରେ ଏହି ଘଟଣାରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି ।…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ପୁରୀ ଗଜପତି ମହାରାଜାଙ୍କୁ ଭେଟିଲେ ଆମିକସ୍ କ୍ୟୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପୁରୀସ୍ଥିତ ଗଜପତିଙ୍କ ରାଜନଅରରେ ଭେଟିଛନ୍ତି । ଶ୍ରୀଜଗନ୍ନାଥ…

କୋରାପୁଟରେ ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

ଜୟପୁର : କେରାପୁଟ ଜିଲ୍ଲା ବୋରୁଗୁମ୍ମା ବ୍ଲକ ଅନ୍ତର୍ଗତ ପର୍ଲି ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଉମରକୋଟ ଯାଉଥିବା ଏକ ଯାତ୍ରୀବାହୀ ବସ କୌଣସି କାରଣବଶତଃ ଅଚାନକ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଅନ୍ୟପକ୍ଷରେ ଏହି…

ବିଶିଷ୍ଟ ଓଲିଉଡ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ : ଓଡିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଜଣାଶୁଣା ପ୍ରଯୋଜକ ସୁବାସ ରାଉତଙ୍କ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଆଜି ଭୋରରୁ କଟକର ଛତ୍ରବଜାର ସ୍ଥିତ ନିଜ ବାସଭବନରେ ସେ ଇହଲୀଳା ତ୍ୟାଗ କରିଛନ୍ତି । ଏଥିସହିତ ସେ ଅନେକ ଦିନରୁ କ୍ୟାନସର ରୋଗରେ ପିଡିତ…

ଦକ୍ଷିଣ ଏସିଆରେ ‘ଓଡ଼ିଶା ଟୁରିଜିମ୍’ ପକ୍ଷରୁ ରୋଡ୍ ଶୋ’

ଭୁବନେଶ୍ୱର/ବ୍ୟାଂକକ୍ : ଓଡ଼ିଶା ଟୁରିଜିମ୍ ପକ୍ଷରୁ ଥାଇଲାଣ୍ଡର ବ୍ୟାକକ୍ ଠାରେ ଦ୍ୱିତୀୟ ରୋଡ୍ ଶୋ’ ଆୟୋଜନ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏବଂ ଫିସି (ଏଫଆଇସିସିଆଇ)ର ମିଳିତ ସହଯୋଗରେ ବ୍ୟାଂକକ୍ ର ହୋଟେଲ୍ ଅନନ୍ତରାଠାରେ ଏହି ରୋଡ୍ ଶୋ’ ଆୟୋଜନ କରିଛି…

ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛିସମୟ ପୂର୍ବରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଛନ୍ତି । ଆଜି ମଧ୍ୟ ମୋଦି ଓଡ଼ିଶାର ତାଳଚେରଠାରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ…

ବାପା ହେଲେ ନୀଲ୍ ନିତିନ୍ ମୁକେଶ

ବି-ଟାଉନ୍ ଅଭିନେତା ନୀଲ୍ ନିତିନ୍ ମୁକେଶଙ୍କ ଘରକୁ ଏକ ବଡ଼ ଖୁସି ଖବର ଆସିଛି । କାହିଁକି ନା ନୀଲ୍ ଙ୍କ ପତ୍ନୀ ରୁକ୍ମିଣୀ ସହାୟ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ଖବର ପାଇ ପ୍ରଶଂସକ, ସେଲିବ୍ରିଟି ତଥା ବନ୍ଧୁବାନ୍ଧବଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।…