Latest Odisha News

BREAKING NEWS

୨୨ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଓ ଛତିଶଗଡ଼ ଗସ୍ତ, ଶୁଭାରମ୍ଭ କରିବେ ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ତାରିଖରେ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରୁଛନ୍ତି । ଓଡ଼ିଶାର ଝାରସୁଗୁଡ଼ାଠାରେ ବିମାନ ବନ୍ଦର ଉଦଘାଟନ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦି ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଓଡ଼ିଶାର ତାଳଚେରଠାରେ…

ନିଜ ବିବାହ ନେଇ ଗୁମର ଖୋଲିଲେ ନେହା କକ୍କଡ଼ !

ଆଗଧାଡ଼ିର ବଲିଉଡ୍ ଗାୟିକା ନେହା କକ୍କଡ଼ ନିଜ ବ୍ୟକ୍ତିଗତ ଜୀବନରେ କିଛିଦିନ ହେବ ଚର୍ଚ୍ଚିତ ଅଛନ୍ତି । କାରଣ ନେହା ଅଭିନେତା ହିମାଂଶୁ କୋହଲିଙ୍କ ସହ ଡେଟ୍ କରୁଛନ୍ତି । କିଛିଦିନ ପୂର୍ବରୁ ହିମାଂଶୁ ନିଜର ବନ୍ଧୁ ବୋଲି କହୁଥିବା ନେହାଙ୍କ ନିକଟରେ ଉଭୟଙ୍କ ସମ୍ପର୍କକୁ ନେଇ ଏକ ଘୋଷଣା କରିଛନ୍ତି…

ଏମ୍ସରେ ଭର୍ତ୍ତି ହେଲେ ବିଜେପି ନେତା ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ର ଚିକିତ୍ସା ନିମେନ୍ତେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଶ୍ରୀ ମିଶ୍ର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ବିଜେପି ନେତା ଜୟନାରାୟଣ ମିଶ୍ର ବନବୀରା ଫାୟାରିଂ ଘଟଣାରେ…

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ…

କଳାହାଣ୍ଡି: ଧରାପଡିଲା ନକଲି ନୋଟ୍ ର‌୍ୟାକେଟ୍, ଦୁଇ ଗିରଫ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ନିକଟସ୍ଥ ଧର୍ମଗଡ ଅଞ୍ଚଳରେ ଜାଲ ନୋଟ କାରବାର ନେଇ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ ଏହି ଦୁଇ ଅଭିଯୁକ୍ତ ନକଲି ନୋଟ ମାଧ୍ୟମରେ ନିକଟସ୍ଥ ବଜାରରୁ ବହୁବାର କିଣାକିଣି କରିଥିଲେ । ଏପରି କରିବାର କିଛିଦିନ ପରେ ଜଣେ ଦୋକାନୀଙ୍କ…

କାଲି ଆସୁଛନ୍ତି ମୋଦି, ଝାରସୁଗୁଡାରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଝାରସୁଗୁଡା : ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସନ୍ତାକାଲି ଓଡିଶା ଆସୁଛନ୍ତି । ଝାରସୁଗୁଡା ଠାରେ ନବନିର୍ମିତ ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ । ଝାରସୁଗୁଡାରେ ନବନିର୍ମିତ ବିମାନବନ୍ଦର ଲୋର୍କାପିତ କରିବା ସହିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ମଧ୍ୟ ଶୁଭାରମ୍ଭ…

ପ୍ରବଳ ବର୍ଷା ଜାରି, ପ୍ରଶାସନ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଗୋପାଳପୁର ଉପକୂଳରେ ଗୁରୁବାର ରାତି ୧୨:୩୦ରେ ବାତ୍ୟା ‘ଡାଏ’ ଅତିକ୍ରମ କରିବା ଯୋଗୁଁ ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ ବିଭାଗର ଡ୍ୟୁଟି ଅଫିସର ରମେଶ…

ଶ୍ରୀନଗର: ୩ ପୋଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଶ୍ରୀନଗର : ଜାମ୍ମୁ-କାଶ୍ମୀର ସୋପିଆନରୁ ଆତଙ୍କବାଦୀ ମାନେ ଅପରହଣ କରିନେଇଥିବା ପୋଲିସ କର୍ମଚାରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ଆତଙ୍କବାଦୀ ମାନେ ଦକ୍ଷିଣ କାଶ୍ମୀରର ସୋପିଆନରୁ ସ୍ପେଶାଲ ପୋଲିସ ଫୋର୍ସର ୩ ଜଣ ପୋଲିସ ଅଫିସର ସମେତ ଜଣେ…

ଏସିଆ କପ କ୍ରିକେଟ: ଆଜି ଭାରତ-ବାଙ୍ଗଲାଦେଶ ମ୍ୟାଚ, ପାଣ୍ଡ୍ୟା ଦଳରୁ ବାଦ

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସୁପର-୪ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଆଜି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୁହାଁମୁହିଁ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଖେଳାଳୀ ମାନଙ୍କ ଲଗାତାର ବିଜୟ ପରେ ବାଙ୍ଗଲାଦେଶ ବିପକ୍ଷ ମ୍ୟାଚ ଜିତିବା ପାଇଁ ଖେଳାଳୀ ମାନଙ୍କ ମନୋବଳ ଦୃଢ ହୋଇଛି ।…

ବାତ୍ୟା ‘ଡ଼ାଏ’ ମଧ୍ୟରାତ୍ରିରେ ଛୁଇଁଲା ଗୋପାଳପୁର, ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଭୁବନେଶ୍ୱର: ଗୁରୁବାର ରାତି ୧୨:୫୫ ମିନିଟରେ ବାତ୍ୟା ‘ଡ଼ାଏ’ ଓଡ଼ିଶା ଉପକୂଳର ଗୋପାଳପୁର ଛୁଇଁବା ପରେ ରାଜ୍ୟରେ ପ୍ରବଳ ବୃଷ୍ଟିପାତ ଜାରି ରହିଛି । ଏହା ପ୍ରଭାବରେ ଓଡ଼ିଶାରେ ସେପରି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡ଼ଫଲର୍ ରାଡ଼ାର ମାଧ୍ୟମରେ ଏହି…