ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସଂଯୋଜକ ଭାବେ ନିଯୁକ୍ତ କଲେ ନବୀନ
ଭୁବନେଶ୍ୱର: ବରିଷ୍ଠ ନେତା ଉତ୍କଳ କେଶରୀ ପରିଡ଼ାଙ୍କୁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଦଳର ସଂଯୋଜକ ଭାବେ ନିଯୁକ୍ତ କରିଛନ୍ତି ।
ପାଟକୁରା ନିର୍ବାଚନ ଆଉ ୮ ଦିନ ପରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଦଳର ସଭାପତି ତାଙ୍କୁ ଏହି…