Latest Odisha News

BREAKING NEWS

ରିଲିଜ ହେଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’

ମୁମ୍ବାଇ : ଜୁଲାଇ ୫ (ଶୁକ୍ରବାର) ପରଦାକୁ ଆସିଛି ସଞ୍ଜୟ ଲୀଲା ଭଂସାଲୀଙ୍କ ‘ମଲାଲ’ । ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଦୁଇ ନବାଗତ କଳାକାର । ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଭାଣିଜୀ ଶର୍ମିନ ସହଗଲ ଓ ଅଭିନେତା ଜାବେଦ ଜାଫରୀଙ୍କ ପୁଅ…

ଇଞ୍ଜିନିୟର ଉଠବସ୍ ଘଟଣା: ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

ପାଟଣାଗଡ଼: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ । ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବିଚ୍‌ ରାସ୍ତାରେ ଉଠବସ କରାଇବା ଘଟଣାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ ସରୋଜ । ବିଧାୟକଙ୍କୁ ଶନିବାର ଦିନ ଭୁବନେଶ୍ଵରର ସ୍ୱତନ୍ତ୍ର କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ…

ରାଜ୍ୟରେ ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଶନିବାର ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ ଉତ୍ତର-ପାଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୦୬-୦୭-୨୦୧୯ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୦୬ ରିଖ ଶନିବାର ବାର ମିଥୁନ ୨୨ ଦିନ ଆଷାଢ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର ଘାତ ବାର-: ବୃଷ ସିଂହ କନ୍ୟା ରାଶିର…

ବିଶ୍ୱକପରୁ ବିଦା ହେଲା ପାକିସ୍ଥାନ

ଲର୍ଡସ : ଚଳିତ ବିଶ୍ୱକପର ସେମିଫାଇନାଲରୁ ବାଦ ପଡ଼ିଲା ପାକିସ୍ଥାନ । ଶୁକ୍ରବାର ଖୋଳାଯାଇଥିବା ଶେଷ ଲିଗ୍ ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ସାନ୍ତ୍ୱନା ମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଚଳିତ ବିଶ୍ୱକପରେ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛନ୍ତି ।…

ଶେଷରେ ଆଖି ବୁଜିଲେ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା

କଟକ : କଟକ ଶିଶୁଭବନରେ ଚିକିତ୍ସାଧିନ ଢେଙ୍କାନାଳର ଯୋଡ଼ା ଶିଶୁକନ୍ୟା ଶେଷରେ ଆଖି ବୁଜିଛନ୍ତି । ଡାକ୍ତର ମାନଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଏହି ଯୋଡା ଶିଶୁଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ । ଗୋଟିଏ ହୃଦୟ ଥିବାରୁ ହୃଦଘାତ କାରଣରୁ ଏହି ଯୋଡ଼ା ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଥିବା ଶିଶୁଭବନ…

ଜନଗଣନା-୨୦୨୧ ପାଇଁ ଆରମ୍ଭ ହେଲା ପ୍ରଶାସନିକ ପ୍ରସ୍ତୁତି

ଭୁବନେଶ୍ୱର: ଓଡ଼ିଶାରେ ଜନଗଣନା-୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ…

କେନ୍ଦ୍ରୀୟ ବଜେଟକୁ ନେଇ କ’ଣ କହିଲେ ବିଜେଡ଼ି ସାଂସଦ, ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ବଜେଟ ଉପସ୍ଥାପନ କରି ଏହା ଭାରତର ବିକାଶଧାରାକୁ ତ୍ୱରାନ୍ୱିତ କରିବା ନେଇ ସୂଚନା ଦେଇଛନ୍ତି । ସାଧାରଣ ନିର୍ବାଚନ ପରେ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଏହି ପ୍ରଥମ ବଜେଟ୍ ଉପସ୍ଥାପନ ପରେ ବିଜେଡ଼ି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲେ ହିମାଚଳ ପ୍ରଦେଶ ସରକାର

ଭୁବନେଶ୍ୱର: ଫନି ବାତ୍ୟା ପିଡିତଙ୍କୁ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି । ହିମାଚଳ ପ୍ରଦେଶ ରାଜ୍ୟ ସରକାରଙ୍କ ପକ୍ଷରୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ହିମାଚଳ ପ୍ରଦେଶର…

ରାଜଧାନୀରେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ଵର: ରାଜଧାନୀର ବୋମିଖାଲ ଅଞ୍ଚଳର ଏକ ବିଲଡିଂ ତଳୁ ଠାବ ହୋଇଛି ଏକ ମୃତଦେହ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ମିଳିଥିବା ସୂଚନା ଅନୁସାରେ ମୃତ…