Latest Odisha News

BREAKING NEWS

କଟକ ଓ ଭୁବନେଶ୍ୱରରେ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା‘ହେଲୋ କ୍ୟାବ୍’

ଭୁବନେଶ୍ୱର : ଓଲା ଓ ଉବେର ପରେ ‘ହେଲୋ କ୍ୟାବ୍’ ନାମରେ ଏକ ନୂଆ ଅନଲାଇନ କ୍ୟାବ୍ ସଂସ୍ଥା ଗୁରୁବାର ଓଡ଼ିଶାରେ ତାର ସେବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥା କଟକ, ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀ ରେ ତାର ସେବା ଆରମ୍ଭ କରିଛି । କମ୍ପାନୀ ପକ୍ଷରୁ ଏହାର ୱେବସାଇଟ…

ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ନେଇ ‘ସୋଆ କମ୍ୟୁନିଟି ରେଡିଓ’ର ପ୍ରୟାସ

ଭୁବନେଶ୍ୱର: ବର୍ତ୍ତମାନ ଶିଶୁ ନିର୍ଯ୍ୟାତନା, ଯୌନ ଶୋଷଣ ଓ ଦୁଷ୍କର୍ମ ଆମ ସମାଜର ଏକ ବ୍ୟାଧି ଭାବେ ଉଭା ହୋଇଛି । ଏସବୁ ସମସ୍ୟାର ମୁକୁଳିବାକୁ ହେଲେ ଆମ ପିଲାମାନଙ୍କୁ ମଧ୍ୟ ସଚେତନ କରିବାକୁ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ…

ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ ବାବଦରେ ଷ୍ଟାର୍ଟ-ଅପ୍ ନିବେଶକାରୀଙ୍କୁ ଯାଞ୍ଚ କରାଯିବ ନାହିଁ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆବଶ୍ୟକୀୟ ଘୋଷଣା ପତ୍ର ଫାଇଲ କରୁଥିବା ଏବଂ ସେମାନଙ୍କ ରିଟର୍ଣ୍ଣରେ ସୂଚନା ପ୍ରଦାନ କରୁଥିବା ଷ୍ଟାର୍ଟ-ଅପ ଏବଂ ସେମାନଙ୍କ ନିବେଶକାରୀମାନଙ୍କୁ ମୂଲ୍ୟାଙ୍କନ ଓ ସେୟାର ପ୍ରିମିୟମ କ୍ଷେତ୍ରରେ କୌଣସି ପ୍ରକାର ଯାଂଚର ସମ୍ମୁଖୀନ ହେବାକୁ ପଡିବ ନାହିଁ । “ଆଞ୍ଜେଲ କର” ବିଷୟକ…

ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରିବ ଏହି ବଜେଟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ୨୦୧୯-୨୦ ବାର୍ଷିକ ଆର୍ଥିକ ବଜେଟ ଉପସ୍ଥାପନ ହୋଇଛି, ଏହା ଭରତର ବିକାଶଧାରାକୁ ତ୍ୱରାନ୍ୱିତ କରପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ନୂତନ ଭାରତ ଗଠନରେ ଏହି ବଜେଟ ଏକ ପ୍ରମୁଖ ଭୂମିକା ନେବ ବୋଲି କହି…

ଫେମିନିଜମ

ଫେମିନିଜମ ପ୍ରତୀକ୍ଷା ଜେନା ଡିସେମ୍ବର ବାଇଶରେ ତୋ ସହ ମୋର ଶେଷ ସହବାସ, ତୁ ଭାବିନେ ସେଇ ନିଶାର୍ଦ୍ଧରୁ ଦେହ ମୋର ପୁଂଜାଏ ଜୁଳୁଜୁଳିଆ ପୋକ, ରାସ୍ତାକଡ ନର୍ଦମାରେ ସାଲୁବାଲୁ ଜୀବନ ପାଇଁ ବିକଳ ଆହା ସେଇ ପରାଂଗପୁଷ୍ଟ, ତୁ ଭାବିନେ ଜଣ ଜଣ, କେତେଜଣ ଯେ ଯୋନିରେ ମୋର ପୃଥିବୀ…

କେନ୍ଦ୍ରୀୟ ବଜେଟ୍: କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଚଳିତ ୨୦୧୯-୨୦ ବର୍ଷର ବଜେଟ୍ ଉପସ୍ଥାପନା ପରେ ପେଟ୍ରୋଲ୍, ଡିଜେଲ ଓ ସୁନା ଭଳି ଏକାଧିକ ସାମଗ୍ରୀର ଦର ବୃଦ୍ଧି ପାଇଥିବାବେଳେ ଆଉ କିଛି ଜିନିଷ ଶସ୍ତା ହୋଇଛି ।…

ଗ୍ରାମାଞ୍ଚଳର ପ୍ରତି ଘରେ ୨୦୨୪ ସୁଦ୍ଧା ପହଞ୍ଚିବ ପାଣି ସୁବିଧା: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଥମଥର ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆସନ୍ତା ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ସମସ୍ତ ଘରେ ପାଣି ସୁବିଧା ଯୋଗାଇଦେବାକୁ ଦୃଷ୍ଟିରେ ରଖି ସରକାର ‘ହର୍ ଘର୍ ଜଲ୍’ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏସମ୍ପର୍କରେ ସଂସଦରେ…

କେନ୍ଦ୍ରୀୟ ବଜେଟ୍: ବଢିଲା ପେଟ୍ରୋଲ୍, ଡିଜେଲ୍ ଓ ସୁନା ଦର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶୁକ୍ରବାର ଦିନ ପୁର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ୍, ଡିଜେଲ୍ ଓ ସୁନାଗହଣାର ମୂଲ୍ୟ ବୃଦ୍ଧି ପାଇଛି । ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ୍ ପ୍ରତି ଲିଟର ପିଛା ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ୍…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଖୋର୍ଦ୍ଧା, ନୟାଗଡ ଓ କଟକ ଆଦି ଅଞ୍ଚଳର ଗୋଟିଏ କିମ୍ବା ଦୁଇଟି…

ବ୍ରହ୍ମପୁରରେ ଉଦଘାଟିତ ହେଲା ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର

ବ୍ରହ୍ମପୁର : ଗ୍ରାହକ ଏଥର ଏଟିଏମରେ ଟଙ୍କା ଦେଇ ନେଇପାରିବେ କ୍ଷୀର । ରାଜ୍ୟରେ ପ୍ରଥମ ଥର ପାଇଁ ବ୍ରହ୍ମପୁରସ୍ଥିତ ଗେଟ୍ ବଜାର ନିକଟରେ ଏକ ଦୁଗ୍ଧ ଏଟିଏମ୍ କାଉଣ୍ଟର ଉଦଘାଟିତ ହୋଇଛି । ଏକ ଲିଟର ଦୁଗ୍ଧ ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୪୦ ଟଙ୍କା, ଯାହା ବଜାର ଦର ସହ ସମାନ । ମିଳିଥିବା…