୨୦୧୬ ଡବଲ ମର୍ଡର ମାମଲା: ଅନୁପ ସାଏଙ୍କ ଡ୍ରାଇଭର ଗିରଫ
ରାୟଗଡ: ୨୦୧୬ ମସିହାରେ ହୋଇଥିବା ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଗିରଫ ପରେ ଛତିଶଗଡ ପୋଲିସ ଏବେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ଗିରଫ କରିଛି ।
କଳ୍ପନା ଦାସ(୩୨) ଓ ତାଙ୍କ ୧୪ ବର୍ଷର ଝିଅକୁ ଛତିଶଗଡ ହମୀରପୁର ଜଙ୍ଗଲରେ ହତ୍ୟା କରିଥିବା ନେଇ ପୋଲିସ…