ମଧୁମେହରୁ ଉପଶମ ଲାଗି ଖାଆନ୍ତୁ ଏହିସବୁ ଫଳ…
ଭୁବନେଶ୍ୱର: ଆଜିକାଲି ଘରେ ଘରେ ଡ଼ାଇବେଟିସ୍ ବା ମଧୁମେହ ରୋଗୀ ପୀଡ଼ିତ ଅଛନ୍ତି । ସାଧାରଣତଃ ଅନେକ ଖାଦ୍ୟର କଟକଣାକୁ ମାନି ନ’ଥାଆନ୍ତି ମଧୁମେହ ରୋଗୀ । ଏପରି ଅନେକ ଫଳ ରହିଛି ଯାହାକୁ ଦୈନିକ ଖାଇଲେ ମଧୁମେହ ରୋଗୀଙ୍କର କୌଣସି ଅସୁବିଧା ହୋଇ ନଥାଏ ।
ଅଙ୍ଗୁର – ମଧୁମେହ ରୋଗୀଙ୍କ ପାଇଁ ଆଉ…