ଜଟଣୀ: ଡକାୟତି ଯୋଜନା ବେଳେ ୨ ଗିରଫ
ଭୁବନେଶ୍ୱର : ଗଙ୍ଗପଡା ଓଲ୍ଡ ଗେଟ୍ ନିକଟରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ଯୋଜନାକୁ ଜଟଣୀ ପୋଲିସ ପଣ୍ଡ କରିବା ସହ ଗିରଫ କରିଛି ।
ଗିରଫ ଡକାୟତମାନେ ପିତାପଲ୍ଲୀ ଗ୍ରାମର ରିଙ୍କୁ ପ୍ରଧାନ ଓ ଜଟଣୀ ଥାନା ଅନ୍ତର୍ଗତ ଗଙ୍ଗପଡା ଗ୍ରାମର ରାକେଶ କୁମାର ସାହୁ ବୋଲି…